Public App Logo
Profile Picture

Laxmikant Sahoo

@laxmikantash2
8662Followers
1Following
ଢେଙ୍କାନାଳ ସଦର: କୁଞ୍ଜକାନ୍ତ ବୁଲେଟ 11କ୍ଲବ ତରଫରୁ ତାରିଣୀ ମନ୍ଦିର ନିକଟରେ ରକ୍ତଦାନ ଶିବିର ଅନୁଷ୍ଠିତ
ଢେଙ୍କାନାଳ ସଦର: ଜିଲ୍ଲା ସଦଭାବନା ଗୃହ ଠାରେ ନିର୍ବାଚନ ଖର୍ଚ୍ଚ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ
ଢେଙ୍କାନାଳ ସଦର: ଆସନ୍ତାକାଲି ଗୁଣ୍ଡିଚାପଡା ଗ୍ରୀଡ଼ କାର୍ଯ୍ୟ ପାଇଁ ବିଦ୍ୟୁତ ସରବରାହ ବନ୍ଦ ରହିବ |
ଢେଙ୍କାନାଳ ସଦର: ଆସନ୍ତା ୭ ତାରିଖ ରାତି ୮. ୩୦ ମିନିଟ ପର୍ଯ୍ୟନ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ଢେଙ୍କାନାଳ ସଦର: ନାମାଙ୍କନ ପତ୍ର ଦାଖଲର ଷଷ୍ଠ ଦିନରେ ୨ଜଣ ବିଧାୟକ ପ୍ରାର୍ଥୀ ଓ ଜଣେ ସାଂସଦ ପାର୍ଥି ନାମାଙ୍କନ ପତ୍ର ଦାଖଲ କଲେ
ଢେଙ୍କାନାଳ ସଦର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ଦଳର ସାଂସଦ ପ୍ରାର୍ଥୀ କଲେ ନାମାଙ୍କନ ପତ୍ର ଦାଖଲ |
ଢେଙ୍କାନାଳ ସଦର: ଝାରଗାଡ଼ିଆ ଫାଣ୍ଡି ସମ୍ମୁଖରେ ପେଟ୍ରୋଲ ଟ୍ୟାଙ୍କର ଦୁର୍ଘଟଣାରେ ଡ୍ରାଇଭର ଗୁରୁତର
ମୋଟଙ୍ଗା: ସଦର ଥାନା ବଳରାମପୁର ଗ୍ରାମରେ ଥିବା ଦୋକାନ ଘରେ ଲାଗିଲା ନିଆଁ |
ଢେଙ୍କାନାଳ ସଦର: ମହିଷାପାଟ ପଲ୍ଲିଶ୍ରୀ ମେଳା ପଡିଆରେ ଅଜଣା ହେଲିକ୍ୟାପ୍ଟର ଅବତରଣ ପରେ ପୋଲିସର ତଦନ୍ତ ଆରମ୍ଭ
ଗଁଦିଆ: ଗଁନ୍ଦିଆ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପୂର୍ବତ୍ତନ ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ର |
ଗଁଦିଆ: କାଶିପୁର ପୋଷ୍ଟମାଷ୍ଟରଙ୍କ ଠାରୁ ରାସ୍ତାରେ ଛିନତାଇ ଘଟଣାରେ ଗଁଦିଆ ଥାନା ପରିସରରେ ପ୍ରତିକ୍ରିୟା ରଖିଲେ ଥାନାଧିକାରୀ
ଢେଙ୍କାନାଳ ସଦର: ଅବକାରୀ ବିଭାଗ ତରଫରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୭ ଜଣଙ୍କୁ ଗିରଫ ସହ ବ୍ୟାପକ ଦେଶୀ ଓ଼ ବିଦେଶୀ ମଦ ଜବତ |
ଢେଙ୍କାନାଳ ସଦର: ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଫାଣ୍ଡି ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ |
ଢେଙ୍କାନାଳ ସଦର: ପାଣିପାଗ ବିଭାଗ ପକ୍ଷରୁ ଢେଙ୍କାନାଳ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି
ଢେଙ୍କାନାଳ ସଦର: ଅବକାରୀ ବିଭାଗ ତରଫରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଜଣଙ୍କୁ ଗିରଫ ଓ଼ ଗୋଟିଏ ବାଇକ ସହିତ ବହୁ ଦେଶୀ ମଦ ଜବତ |
ଢେଙ୍କାନାଳ ସଦର: ସଦର ବ୍ଲକ ଲମ୍ବୋଦରପୁର ଗ୍ରାମ ଜଙ୍ଗଲରେ ନିଆଁ ଭୟରେ ଗ୍ରାମବାସୀ |
ଢେଙ୍କାନାଳ ସଦର: ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାକୁ ହିଟୱେଭ ନେଇ ରେଡ ୱାର୍ଣ୍ଣିଂ ଜାରି
ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲାକୁ ପାଣିପାଗ ବିଭାଗ ତରଫରୁ ଜାରି କରାଯାଇଛି ରେଡ ୱାର୍ନିଙ୍ଗ ତାପମାତ୍ରା ୪୪ ଡିଗ୍ରୀ |
ଢେଙ୍କାନାଳ ସଦର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍ତ୍ତବ୍ୟରତ ଡାକ୍ତରଙ୍କୁ ମାଡ ଅଭିଯୋଗ, ଟାଉନ ଥାନାରେ ଏତଲା
ଢେଙ୍କାନାଳ ସଦର: ରାମ ନବମୀ ଅବସରରେ ବିଭିନ୍ନ ସଂଗଠନ ତରଫରୁ ସହରରେ କରାଗଲା ଶୋଭାଯାତ୍ରା |
ଢେଙ୍କାନାଳ ସଦର: ଜିଲ୍ଲାକୁ ରେଡ ୱାର୍ନିଙ୍ଗ ଜାରିକଲା ପାଣିପାଗ ବିଭାଗ ଜିଲ୍ଲାରେ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ |
ଢେଙ୍କାନାଳ ସଦର: ସାଧାରଣ ନିର୍ବାଚନ ପାଇଁ ସଦର ଥାନା ତରଫରୁ ବଉଳପୁର ଠାରେ ବିଭିନ୍ନ ଗାଡିକୁ କରାଗଲା ଯାଞ୍ଚ |
ଢେଙ୍କାନାଳ ସଦର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୭ ତମ ତିରୋଧାନ ଦିବସ ଜେଲ ପୋଖରୀ ଠାରେ ପାଳିତ
ଢେଙ୍କାନାଳ ସଦର: ଜିଲ୍ଲାକୁ ରେଡ ୱାର୍ଣ୍ଣିଙ୍ଗ ଜାରି କଲା ପାଣିପାଗ ବିଭାଗ, ୪୧ ଡିଗ୍ରୀରୁ ଉର୍ଦ୍ଧ୍ଵରେ ତାପମାତ୍ରା
ଢେଙ୍କାନାଳ ସଦର: ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ କରିବା ପାଇଁ ଜିଲ୍ଲା ପୋଲିସ ତରଫରୁ ସହରରେ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ
Laxmikant Sahoo (@laxmikantash2) | Public App