ଢେଙ୍କାନାଳ ସଦର: ଆସନ୍ତାକାଲି ଗୁଣ୍ଡିଚାପଡା ଗ୍ରୀଡ଼ କାର୍ଯ୍ୟ ପାଇଁ ବିଦ୍ୟୁତ ସରବରାହ ବନ୍ଦ ରହିବ |
ଆସନ୍ତାକାଲି ଢେଙ୍କାନାଳ ଗୁଣ୍ଡିଚାପଡା ଗ୍ରୀଡ଼ର କାର୍ଯ୍ୟ ପାଇଁ ସକାଳ ୬. ୫୦ ମିନିଟ ରୁ ସକାଳ ୮. ୨୦ ମିନିଟ ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ | ଗ୍ରୀଡ଼ର କିଛି ଜରୁରୀ କାର୍ଯ୍ୟ ପାଇଁ ଏହି ଅନିଚ୍ଛାକୃତ ବନ୍ଦ କରାଯାଉଥିବା ବିଦ୍ୟୁତ ବିଭାଗ ତରଫରୁ ସୂଚନା ଦିଆଯାଇଛି ଓ ସମସ୍ତ ଉପଭୋକ୍ତାଙ୍କ ସହଯୋଗ କାମନା କରାଯାଇଛି |