ଗଁନ୍ଦିଆ ଥାନା ଅନ୍ତର୍ଗତ କାଲୁରିଆ ନିକଟସ୍ତ ରାସ୍ତାରୁ ହୋଇଥିବା ଛିନତାଇ ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିବା ସହିତ ୨ଟି ମୋବାଇଲ, ଗୋଟିଏ ଖେଳନା ବନ୍ଧୁକ ଓ ୧୨,୦୦୦ ଟଙ୍କା ଜବତ କରାଯିବା ପରେ ଗଁନ୍ଦିଆ ଥାନା ଅଧିକାରୀ ସଲିଲ ପ୍ରଧାନ ନିଜର ପ୍ରତିକ୍ରିୟା ରଖିଛନ୍ତି | ଏହି କେସରେ 168/24 u/s-392/34ipc ଓ sec-25/27 arms act ରେ କେସ ଦାୟର କରାଯାଇଛି |