ଢେଙ୍କାନାଳ ସଦର: ସଦର ବ୍ଲକ ଲମ୍ବୋଦରପୁର ଗ୍ରାମ ଜଙ୍ଗଲରେ ନିଆଁ ଭୟରେ ଗ୍ରାମବାସୀ |
ଢ଼େଙ୍କାନାଳ ସଦର ବ୍ଲକ ଲମ୍ବୋଦପୁର ଗ୍ରାମ୍ୟ ଜଙ୍ଗଲ ରେ ଲାଗିଛି ନିଆଁ l ହୁତୁ ହୂତୁ ହୋଇ ଜଳୁଛି ଜଙ୍ଗଲ । ନିଆଁ ବ୍ୟାପିବାରେ ଲାଗିଛି, 500 ମିଟର ବ୍ୟାସର୍ଦ୍ଧ୍ ରେ ନିଆଁ ମାଡ଼ି ଚାଲିଛି, ନିଆଁ ଲିଭାଇବାକୁ ନା ଜଙ୍ଗଲ ବିଭାଗ ପହଞ୍ଚିଛି ନା ଅଗ୍ନିଶମ ବିଭାଗ l ଏବେ ବି ଜଳୁଛି ଜଙ୍ଗଲ ଭୟରେ ଗ୍ରାମବାସୀ, ନିଆଁର ପ୍ରକୋପ ବଢ଼ି ଚାଲିଛି, ଗ୍ରାମବାସୀ ଜଙ୍ଗଲ ନିଆଁକୁ ଗ୍ରାମ ଭିତରେ ନପଶିବାକୁ ସତର୍କ ଦୃଷ୍ଟି ରଖିଛନ୍ତି |