ଢେଙ୍କାନାଳ ଜିଲ୍ଲାକୁ ପାଣିପାଗ ବିଭାଗ ତରଫରୁ ଜାରି କରାଗଲା ରେଡ ୱାର୍ଣ୍ଣିଙ୍ଗ l ସୂଚନା ଅନୁଯାୟୀ ଆଜି ଢେଙ୍କାନାଳ ଜିଲ୍ଲାରେ ତାପମାତ୍ରା ୪୧ ଡିଗ୍ରୀରୁ ଉର୍ଦ୍ଧ୍ଵ ରହିଛି ଏହି ତାପମାତ୍ରା l ଆଗାମୀ ଚାରି ଦିନ ପର୍ଯ୍ୟନ୍ତ ରହିବାର ସୂଚନା ଦେଇଛି ପାଣିପାଗ ବିଭାଗ l ଏହି ପରିପ୍ରେକ୍ଷୀରେ ସାଧାରଣ ଜନତାଙ୍କୁ କୌଣସି କାମ ନଥିଲେ ବାହାରକୁ ନବାହାରିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି l