Public App Logo
Profile Picture

KENDRAPARA NEWS

@rajkanikakhaba
87095Followers
10Following
କେନ୍ଦ୍ରାପଡା: ରାଜନଗର ରାଜପୁର ଗ୍ରାମର ଏକ ବିବାହ ଉତ୍ସବରେ ଯୋଗଦେଲେ ରାଜନଗର ବିଧାୟକ ଧୂର୍ଵ ଚରଣ ସାହୁ
କେନ୍ଦ୍ରାପଡା: ହରିଦାସପୁର ଗ୍ରାମର ମୃତ ଜ୍ୟୋତିରଞ୍ଜନଙ୍କ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇଲେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର
କେନ୍ଦ୍ରାପଡା: ରାଜକନିକା କୋଇଲିପୁର ଓ କାଟଣାବଣିଆ ସେଲଟର ସେଣ୍ଟରରେ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ<nis:link nis:type=tag nis:id=operation nis:value=operation nis:enabled=true nis:link/> sindoor
କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ଦକ୍ଷିଣେସ୍ୱର ଉଚ୍ଚବିଦ୍ୟାଳୟ ସଭାଗୃହରେ ମାଟ୍ରିକ ପରୀକ୍ଷାରେ ସର୍ବଚୋ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ସନମାନିତ କଲେ ବିଧାୟକ
କେନ୍ଦ୍ରାପଡା: ସ୍ୱାମୀଙ୍କର ଦ୍ୱିତୀୟ ବିବାହ ଘଟଣା,ସିହୋପଡା ଗାଁର ବାପଘରେ ସ୍ୱାମୀ ଓ ଶାଶୁଘର ପରିବାର ବିରୁଦ୍ଧରେ ପ୍ରତିକ୍ରିୟା ରଖିଛନ୍ତି ପୀଡିତା ପ୍ରମିଳା
କେନ୍ଦ୍ରାପଡା: ପାଟକୁରା ତଳକୁସୁମା ସ୍ଥିତ ବିଜୟ ମହାପାତ୍ରଙ୍କ ବାସଭଵନରେ ବିଜୟ ସେନାର ବୈଠକରେ ଯୋଗଦେଲେ ବିଧାୟକ ଅରବିନ୍ଦ ମହାପାତ୍ର
କେନ୍ଦ୍ରାପଡା: ରାଜନଗର ମହିଷାସୁର କେସି ମଣ୍ଡପରେ ଆୟୋଜିତ ଏକ ନିର୍ବନ୍ଧ କାର୍ଯ୍ୟକ୍ରମରେ ଯୋଗଦେଲେ ରାଜନଗର ବିଧାୟକ
କେନ୍ଦ୍ରାପଡା: ହଟିଆପଡା ଗାଁର ଠାକୁରାଣୀ ମନ୍ଦିର ନିକଟରେ ମଦକୁ ବିରୋଧ କରି ଏକତ୍ରିତ ହେଲେ ମହିଳା
କେନ୍ଦ୍ରାପଡା: ନହୁଣୀ ମଦନ ମୋହନ ପାଟଣା ଗାଁରେ ଅନୁଷ୍ଠିତ ହରି ନାମ ସଂକୀର୍ତ୍ତନ ରେ ଯୋଗଦେଲେ ଜିଲ୍ଲା ବିଜେପି ଉପ ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା
କେନ୍ଦ୍ରାପଡା: ମହାକାଳପଡ଼ା ମା ଦରିଆ ରାମଚଣ୍ଡୀ ଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ବୈଠକରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସଚି ନାୟକ
କେନ୍ଦ୍ରାପଡା: ରାଜକନିକା କନପୁର ଗାଁରେ ପହଁଚି ସୁଭଦ୍ରା ଯୋଜନାର ସମୀକ୍ଷା କଲେ ଜିଲ୍ଲା ବିଜେପି ସଭାପତି
କେନ୍ଦ୍ରାପଡା: ନାଉଢିଅ ଗାଁରେ ପୋଖରୀକୁ ଶନିଦେବଙ୍କ କଳସ ବୁଡ଼ାଇବାକୁ ଯାଇ ଆଳି ନାଉଢିଅ ଗାଁର ନାବାଳକ ମୃତ
କେନ୍ଦ୍ରାପଡା: ଆଳି ଟୁଙ୍ଗା ପଞ୍ଚାୟତ ରେ ଅନୁଷ୍ଠିତ ବିଶ୍ଵଶାନ୍ତି ମହାଯଜ୍ଞ ରେ ଯୋଗଦେଲେ ଆଶ୍ରିବାଦ ଭିକ୍ଷାକଲେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ଉପ ସଭାପତି
କେନ୍ଦ୍ରାପଡା: ଭୁଲ ଚିକିତ୍ସା ଯୋଗୁଁ ଆଳି ଭରତପୁର ଗାଁର ଯୁବକ ମୃତ, ଉତ୍ୟକ୍ତ ଲୋକଙ୍କ ଦ୍ୱାରା କଟକ-ଚାନ୍ଦବାଲି ରାସ୍ତାର ସିଙ୍ଗିରି ଛକରେ ରାସ୍ତା ରୋକ
କେନ୍ଦ୍ରାପଡା: ପାଟକୁରା ତେନ୍ତୋଳ ରେଣୁକା ମଣ୍ଡପରେ ଆୟୋଜିତ ସ୍ମୁତିଚାରଣ ସଭାରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର
କେନ୍ଦ୍ରାପଡା: ନମତରା ବଜାରରେ ଡ୍ରାଇଭରଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତକୁ ଗିରଫ ଦାବିରେ ରାଜକନିକା ଥାନାର ଦ୍ୱାରସ୍ଥ ହେଲା ମହାସଂଘ
କେନ୍ଦ୍ରାପଡା: ଜୟନଗର ବଜାର ନିକଟରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ
କେନ୍ଦ୍ରାପଡା: ରାଜକନିକା ଜୟନଗର ମଠରେ ବିଜେପିର କର୍ମୀ ସମ୍ମିଳନୀ ଅନୁଷ୍ଠିତ
କେନ୍ଦ୍ରାପଡା: କଟକ-ଚାନ୍ଦବାଲି ରାସ୍ତାର ବେଲସରପୁର ଛକ ନିକଟରେ ବାଇକ ଧକାରେ ସ୍କୁଟି ଆରୋହି ଗୁରୁତର
କେନ୍ଦ୍ରାପଡା: ରାଜନଗର ନଗଡ଼ ଗ୍ରାମରେ ଅକ୍ଷୟ ତୃତୀୟ ଅବସରରେ ପୂଜାର୍ଚନା କରିବା ସହ ହଳ କରି ବିହନ ବୁଣିଲେ ରାଜନଗର ବିଧାୟକ ଧୂର୍ଵ ସାହୁ
କେନ୍ଦ୍ରାପଡା: ଆଳି ପତରପୁର ସେତୁ ନିକଟସ୍ଥ କ୍ଷତରେ ବିଜେପି ଜିଲ୍ଲା ଉପସଭାପତିଙ୍କ ଦ୍ୱାରା ଅକ୍ଷୀମୁଟି ଅନୁକୂଳ ହୋଇଛି
କେନ୍ଦ୍ରାପଡା: ରାଜକନିକା କଟଣା ବଣିଆ ମଦରଙ୍ଗାପାଟ ଗାଁର ରତ୍ନାକର ସେଠୀଙ୍କ ଘର ଆକସ୍ମିକ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ଜଳିଗଲା
କେନ୍ଦ୍ରାପଡା: ଚାରିପୋଖରୀଆ ଗାଁର ସୁନୀଲ ପ୍ରଧାନଙ୍କ ମୃତ୍ୟୁ ଖବର ପାଇଁ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇଲେ ରାଜନଗର ବିଧାୟକ
କେନ୍ଦ୍ରାପଡା: ହଟିଆପଡା ଠାକୁରାଣୀ ମନ୍ଦିର ନିକଟରେ ବଂଶରିଆ ଗାଁର ଜଣେ ଯୁବକଙ୍କୁ ଆକ୍ରମଣ ଘଟଣା, ରାଜକନିକା ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ
କେନ୍ଦ୍ରାପଡା: ଆଳି ବଉଳଯୋଡି ଗାଁର ବିଜେପି ବୋଥ ସଭାପତିଙ୍କ ମାଙ୍କର ଏକାଦଶାହ ରେ ଯୋଗଦେଲେ ଜିଲ୍ଲା ବିଜେପି ଉପ ସଭାପତି