Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana
No video available

କେନ୍ଦ୍ରାପଡା: ମହାକାଳପଡ଼ା ମା ଦରିଆ ରାମଚଣ୍ଡୀ ଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ବୈଠକରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସଚି ନାୟକ

ମହାକାଳପଡ଼ା ମା ଦରିଆ ରାମଚଣ୍ଡୀଙ୍କ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ ଅଞ୍ଚଳର ନାଗରିକ ମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ମଧ୍ୟାହ୍ନ ୧୨ଟା ସମୟରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡ଼ା ର ପୂର୍ବତନ ବିଧାୟକ ଅତନୁ ସବ୍ୟସଚି ନାୟକ,ଅଞ୍ଚଳର ଅନେକ ଗୁରୁତ୍ବପୂର୍ଣ୍ଣ ସମସ୍ୟା ଉପରେ ଆଲୋଚନା ହେବାସହ ଉନ୍ନୟନ ମୂଳକ କାର୍ଯ୍ୟ କୁ ତୋରାନ୍ୱିତ କରିବାକୁ ପ୍ରସ୍ଥାପ ଦିଆଯାଇଛି।

MORE NEWS