କେନ୍ଦ୍ରାପଡା: ରାଜନଗର ରାଜପୁର ଗ୍ରାମର ଏକ ବିବାହ ଉତ୍ସବରେ ଯୋଗଦେଲେ ରାଜନଗର ବିଧାୟକ ଧୂର୍ଵ ଚରଣ ସାହୁ
ଆଜି ଦିନ ବାରଟା ସମୟରେ ରାଜନଗର ବ୍ଲକ୍ ରାଜପୁର ଗ୍ରାମ ପଞ୍ଚାୟତ ଚନ୍ଦନପୁର ଗ୍ରାମ ନିବାସୀ ବୈଲୋଚନ ରାଉତ ଙ୍କ ସୁପୁତ୍ର ବିଶ୍ବବିଜୟୀ ର ବିବାହ କାର୍ଯ୍ୟକ୍ରମରେ ସାମିଲ ହୋଇ ଆଶୀର୍ବାଦ ଦେବା ସହ ବୈବାହିକ ଜୀବନ ସୁଖମୟ କାମନା କରିଛନ୍ତି ରାଜନଗର ବିଧାୟକ ଧୂର୍ଵ ଚରଣ ସାହୁ