Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi

କେନ୍ଦ୍ରାପଡା: ସ୍ୱାମୀଙ୍କର ଦ୍ୱିତୀୟ ବିବାହ ଘଟଣା,ସିହୋପଡା ଗାଁର ବାପଘରେ ସ୍ୱାମୀ ଓ ଶାଶୁଘର ପରିବାର ବିରୁଦ୍ଧରେ ପ୍ରତିକ୍ରିୟା ରଖିଛନ୍ତି ପୀଡିତା ପ୍ରମିଳା

ଆଳି ଗୌଡ଼ ପାଟଣା ଗାଁରେ ବିବାହିତ ପ୍ରମିଳା ମଲ୍ଲିକ ରାଜକନିକା ଥାନା ଅନ୍ତର୍ଗତ ସିହୋପଡ଼ା ଗାଁ ର ମାନସ ମଲ୍ଲିକ ଙ୍କୁ ଗତ 2018 ଜୁଲାଇ ମାସ 15 ତାରିଖରେ ବୈଦିକ ରୀତିରେ ବିବାହ କରିଥିଲେ।ପ୍ରମିଳାଙ୍କ ବିବାହର କିଛିଦିନ ପରେ ଶାଶୁ ଘରଲୋକ ତାଙ୍କ ଉପରେ ଅତ୍ୟାଚାର କରିବା ସହ ସ୍ୱାମୀ ମାନସ ତାଙ୍କୁ ଆଣି ବାପଘର ସିହୋପଡାରେ ଛାଡିଦେଇ ଅନ୍ୟତ୍ର ବିବାହ କରିଥିବା ନେଇ ପ୍ରମିଳା ବାରମ୍ବାର ରାଜକନିକା ଥାନାର ଦ୍ୱାରସ୍ତ ହୋଇ ନ୍ୟାୟ ନପାଇ ଆଜି ଦିନ ୧ଟାଏ ବେଳେ ଗଣମାଧ୍ୟମ ଆଗରେ ନିଜ ବାପଘର ସିହୋପଡା ଗାଁରେ ପ୍ରତକ୍ରିୟା ରଖିଛନ୍ତି।

MORE NEWS