କେନ୍ଦ୍ରାପଡା: ଆଳି ଟୁଙ୍ଗା ପଞ୍ଚାୟତ ରେ ଅନୁଷ୍ଠିତ ବିଶ୍ଵଶାନ୍ତି ମହାଯଜ୍ଞ ରେ ଯୋଗଦେଲେ ଆଶ୍ରିବାଦ ଭିକ୍ଷାକଲେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ଉପ ସଭାପତି
ଆଜି ସନ୍ଧ୍ୟା ୭ଟା ବେଳେ ଆଳି ବ୍ଲକ ଟୁଙ୍ଗା ପଞ୍ଚାୟତରେ ଅନୁଷ୍ଟିତ ବିଶ୍ଵଶାନ୍ତି ମହାଯଜ୍ଞ ପୂଜା ଉତ୍ସବରେ ଉପସ୍ଥିତ ରହି ପ୍ରଭୁ କୃପା ଲାଭ କରିବା ସହ ଅଞ୍ଚଳବାସୀଙ୍କ ମଙ୍ଗଳ କାମନା କରିବା ସହ ଅନୁଷ୍ଠାନ ଚିରଦିନ ପାଇଁ ଚାଲୁଥାଉ ପ୍ରାର୍ଥନା କରିଛନ୍ତି ଜିଲ୍ଲା ବିଜେପି ଉପ ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା,ତାଙ୍କ ସହିତ ଅଞ୍ଚଳର କିଛି ଯିବ ନେତା ଉପସ୍ଥିତ ଥିବା ଦେଖିବାକୁ ମିଳିଛି