କେନ୍ଦ୍ରାପଡା: ରାଜନଗର ମହିଷାସୁର କେସି ମଣ୍ଡପରେ ଆୟୋଜିତ ଏକ ନିର୍ବନ୍ଧ କାର୍ଯ୍ୟକ୍ରମରେ ଯୋଗଦେଲେ ରାଜନଗର ବିଧାୟକ
ରାଜନଗର ବ୍ଲକ୍ ବେଲପାଳ ନିବାସୀ ସଚ୍ଚିକାନ୍ତ ପ୍ରଧାନଙ୍କ ଜ୍ୟେଷ୍ଠ ପୁତ୍ରର ମହିଁଷାସୁର ସ୍ଥିତ କେସି ମଣ୍ଡପରେ ଆୟୋଜିତ ନିର୍ବନ୍ଧ (ମୁଦିପିନ୍ଧା) ଉତ୍ସବରେ ସାମିଲ ହୋଇ ଶୁଭେଚ୍ଛା ଜଣାଇଛନ୍ତି ରାଜନଗର ବିଧାୟକ ଧୂର୍ଵ ଚରଣ ସାହୁ, ତାଙ୍କ ସହିତ ସ୍ଥାନୀୟ କିଛି ଶୁଭେଛୁ ଉପସ୍ଥିତ ଥିବା ଦେଖିବାକୁ ମିଳିଛି