Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana
No video available

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ଦକ୍ଷିଣେସ୍ୱର ଉଚ୍ଚବିଦ୍ୟାଳୟ ସଭାଗୃହରେ ମାଟ୍ରିକ ପରୀକ୍ଷାରେ ସର୍ବଚୋ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ସନମାନିତ କଲେ ବିଧାୟକ

ଆଜି ଅପରାହ୍ନ ୪ଟା ବେଳେ ଚଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କେନ୍ଦ୍ରାପଡା ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକ୍ ବଡପଡା ଗ୍ରାମ ପଞ୍ଚାୟତ କାଠିଆପଡା ସ୍ଥିତ ଦକ୍ଷିଣେଶ୍ୱର ଉଚ୍ଚ ବିଦ୍ୟାଳୟକୁ ଗୌରବାନ୍ବିତ କରିଥିବା ଛାତ୍ର ଶୁଭମ୍ ଜ୍ୟୋତି ରାଉତ ଏବଂ ଛାତ୍ରୀ ହର୍ଷିତା ଆଦର୍ଷିନି ଦାସଙ୍କୁ ବିଦ୍ୟାଳୟ ସଭାଗୃହରେ ସମ୍ବର୍ଦ୍ଧିତ କରିବା ସହ ଉକ୍ତ ବିଦ୍ୟାଳୟ ର ଉନ୍ନତିକରଣ ପାଇଁ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଦଶ ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି ରାଜନଗର ବିଧାୟକ ଧୂର୍ଵ ଚରଣ ସାହୁ

MORE NEWS

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ଦକ୍ଷିଣେସ୍ୱର ଉଚ୍ଚବିଦ୍ୟାଳୟ ସଭାଗୃହରେ ମାଟ୍ରିକ ପରୀକ୍ଷାରେ ସର୍ବଚୋ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ସନମାନିତ କଲେ ବିଧାୟକ - Kendrapara News