Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
भाजपा
विधायक
Congress
Modi
Delhi
Viral
Crime
Jharkhand
Up
Breakingnews
Narendramodi
Madhya_pradesh
Pmmodi
पटना
Rahulgandhi
Haryana
Crimenews
Bareilly
Breaking
Election
Politics
उत्तराखंड
No video available

କେନ୍ଦ୍ରାପଡା: ନହୁଣୀ ମଦନ ମୋହନ ପାଟଣା ଗାଁରେ ଅନୁଷ୍ଠିତ ହରି ନାମ ସଂକୀର୍ତ୍ତନ ରେ ଯୋଗଦେଲେ ଜିଲ୍ଲା ବିଜେପି ଉପ ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା

ଆଜି ସନ୍ଧ୍ୟା ୭ଟା ସମୟରେ ରାଜକନିକା ନହୁଣି ପଞ୍ଚାୟତ ମଦନ ମୋହନ ପାଟଣାରେ ଅନୁଷ୍ଟିତ ନାମ ସଙ୍କୀର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଉପସ୍ଥିତ ରହି ପ୍ରଭୁଙ୍କ ଅପାର କୃପା ଲାଭ କରିବା ସହ ଅଞ୍ଚଳବାସୀଙ୍କ ମଙ୍ଗଳ କାମନା କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ଉପ ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, ଏହା ସହିତ ଅନୁଷ୍ଠାନ ର କାର୍ଯ୍ୟକର୍ତ୍ତା ଓ ସଦଶ୍ୟ ମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିବା ଦେଖିବାକୁ ମିଳିଛି।

MORE NEWS

କେନ୍ଦ୍ରାପଡା: ନହୁଣୀ ମଦନ ମୋହନ ପାଟଣା ଗାଁରେ ଅନୁଷ୍ଠିତ ହରି ନାମ ସଂକୀର୍ତ୍ତନ ରେ ଯୋଗଦେଲେ ଜିଲ୍ଲା ବିଜେପି ଉପ ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା - Kendrapara News