Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana
No video available

କେନ୍ଦ୍ରାପଡା: ଭୁଲ ଚିକିତ୍ସା ଯୋଗୁଁ ଆଳି ଭରତପୁର ଗାଁର ଯୁବକ ମୃତ, ଉତ୍ୟକ୍ତ ଲୋକଙ୍କ ଦ୍ୱାରା କଟକ-ଚାନ୍ଦବାଲି ରାସ୍ତାର ସିଙ୍ଗିରି ଛକରେ ରାସ୍ତା ରୋକ

ଗତକାଲି ଆଳି ଭରତପୁର ଗାଁର ପ୍ରଶାନ୍ତ ତାଙ୍କର ଗୋଡ଼ ମୋଡି ହୋଇଯିବାରୁ ନିକଟସ୍ଥ ସିଙ୍ଗିରି ବଜାରରେ ଥିବା ଅନ୍ନପୂର୍ଣ୍ଣା ମେଡିକାଲ ହଲ କୁ ଚିକିତ୍ସା ପାଇଁ ଯାଇଥିଲେ ସେଠାରେ ଥିବା ଫାର୍ମାସିଷ୍ଟ ତାଙ୍କୁ ଦୁଇଟି ଇଂଜେକ୍ସନ ଦେଇଥିଲେ କିଛି ସମୟପରେ ପ୍ରଶାନ୍ତଙ୍କ ଅବସ୍ଥା ଭଲ ହେବା ପରିଵର୍ତ୍ତେ ସୋଚନୀୟ ହୋଇପଡ଼ିଥିଲା, ଏହାପରେ ତାଙ୍କୁ ପଟ୍ଟାମୁଣ୍ଡାଇ ଓ ପରେ କେନ୍ଦ୍ରାପଡ଼ା ନିଆଯାଇଥିଲା ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପ୍ରଶାନ୍ତଙ୍କ ସବ ବ୍ୟବଛେଦ ପରେ ଆଜି ଦିନ ଦୁଇଟା ବେଳେ ଗାଁରେ ପହଁଚିବା ପରେ ସ୍ଥାନୀୟ ଉତ୍ୟକ୍ତ ଲୋକ ମୃତଦେହ ରଖି କଟକ-ଚାନ୍ଦବାଲି ରାସ୍ତା ରୋକକଲେ

MORE NEWS

କେନ୍ଦ୍ରାପଡା: ଭୁଲ ଚିକିତ୍ସା ଯୋଗୁଁ ଆଳି ଭରତପୁର ଗାଁର ଯୁବକ ମୃତ, ଉତ୍ୟକ୍ତ ଲୋକଙ୍କ ଦ୍ୱାରା କଟକ-ଚାନ୍ଦବାଲି ରାସ୍ତାର ସିଙ୍ଗିରି ଛକରେ ରାସ୍ତା ରୋକ - Kendrapara News