Public App Logo
Jansamasya
हादसा
News
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Nitishkumar
Madhya_pradesh
Mp
Nsui
Madhyapradesh
Pmmodi
Rahulgandhi
Actor
Haryana
Uttarpradesh
Cbse
No video available

କେନ୍ଦ୍ରାପଡା: ହଟିଆପଡା ଠାକୁରାଣୀ ମନ୍ଦିର ନିକଟରେ ବଂଶରିଆ ଗାଁର ଜଣେ ଯୁବକଙ୍କୁ ଆକ୍ରମଣ ଘଟଣା, ରାଜକନିକା ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

Kendrapara, Kendrapara | Apr 28, 2025
ଚଳିତ ମାସ ୨୫ ତାରିଖ ଦିନ ରାଜକନିକା ଥାନା ଅନ୍ତର୍ଗତ ବଂଶରିଆ ଗାଁର ସିଦ୍ଧାର୍ଥ ଙ୍କୁ ହଟିଆପଡା ଠାକୁରାଣୀ ମନ୍ଦିର ନିକଟରେ ସଙ୍ଘବଧ ଆକ୍ରମଣ ଘଟଣାରେ ତାଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ର ଦୁଇଦିନ ପରେ ପୋଲିସ ଅଭିଯୁକ୍ତ ମାନଙ୍କୁ ନଧରିବା ପ୍ରତିବାଦରେ ଆଜି ବଂଶରିଆ ଗାଁର ଏକାଧିଜ ଲୋକ ରାଜକନିକା ଥାନାର ଦ୍ୱାରସ୍ତ ହୋଇ ଥାନା ଅଧିକାରୀଙ୍କୁ ଭେଟି ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ନିବେଦନ କରିଛନ୍ତି

MORE NEWS