Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana
No video available

କେନ୍ଦ୍ରାପଡା: ହଟିଆପଡା ଗାଁର ଠାକୁରାଣୀ ମନ୍ଦିର ନିକଟରେ ମଦକୁ ବିରୋଧ କରି ଏକତ୍ରିତ ହେଲେ ମହିଳା

ରାଜକନିକା ହଟିଆପଡା ବାଂଶରିଆ ଦଳିତ ବସ୍ତିର ତାଲିଲେ ମହିଳା, ମଦୁଆଙ୍କୁ ସାବାର୍ଡ କରିବାକୁ ଭିଢିଲେ ଅଣ୍ଟା। ଦୀର୍ଘ ଦିନ ହେବ ସିକୋ ପଞ୍ଚାୟତର ଏହି ଗାଁ ଗୁଡିକରେ ଚୋରାମଦ ବେପାର ହେଇଥିବାରୁ ଅଞ୍ଚଳର ଯୁବାଠୁ ବୁଢା ସମସ୍ତେ ମଦପିଉ ଥିବାବେଳେ ପରିବାରରେ ଅଶାନ୍ତି ସୃଷ୍ଟି ହେଉଛି ଯାହାକୁ ନେଇ ବାରମ୍ବାର ପୋଲିସ, ଜିଲ୍ଲା ଅଧିକାରୀ ଙ୍କୁ ଜଣାଇ ବିଫଳ ହେବାପରେ ଆଜି ରାତି ୮ଟା ସମୟରେ ମଦ ବିରୋଧରେ ଏକ ମହିଳା ସଂଗଠନ କରିବାପାଇଁ ଗାଁ ମୁଣ୍ଡ ଠାକୁରାଣୀଙ୍କ ପୀଠରେ ଏକତ୍ରିତ ହୋଇଛନ୍ତି।

MORE NEWS

କେନ୍ଦ୍ରାପଡା: ହଟିଆପଡା ଗାଁର ଠାକୁରାଣୀ ମନ୍ଦିର ନିକଟରେ ମଦକୁ ବିରୋଧ କରି ଏକତ୍ରିତ ହେଲେ ମହିଳା - Kendrapara News