Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana
No video available

କେନ୍ଦ୍ରାପଡା: ଆଳି ପତରପୁର ସେତୁ ନିକଟସ୍ଥ କ୍ଷତରେ ବିଜେପି ଜିଲ୍ଲା ଉପସଭାପତିଙ୍କ ଦ୍ୱାରା ଅକ୍ଷୀମୁଟି ଅନୁକୂଳ ହୋଇଛି

Kendrapara, Kendrapara | Apr 30, 2025
ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଆଜି ସକାଳ ୧୦ଟା ସମୟରେ ପତ୍ରପୁର କୃଷକ ସଂଗଠନ ପକ୍ଷରୁ ଆୟୋଜିତ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ଉପସଭାପତି ଯୋଗଦେଇ ପତରପୁର ସେତୁ ନିକଟସ୍ଥ କ୍ଷତରେ ଅକ୍ଷି ମୁଠି ଅନୁକୂଳ କରିବା ସହ ଵିଧି ଅନୁସାରେ ପୂଜାର୍ଚନା କରିଛନ୍ତି ବିଜେପି ଜିଲ୍ଲା ଉପସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, ତାଙ୍କ ସହିତ ସ୍ଥାୟୀୟ ଜୋନର କିଛି ନେତା ଓ କୃଷକ ଭାଇମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।

MORE NEWS

କେନ୍ଦ୍ରାପଡା: ଆଳି ପତରପୁର ସେତୁ ନିକଟସ୍ଥ କ୍ଷତରେ ବିଜେପି ଜିଲ୍ଲା ଉପସଭାପତିଙ୍କ ଦ୍ୱାରା ଅକ୍ଷୀମୁଟି ଅନୁକୂଳ ହୋଇଛି - Kendrapara News