Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana
No video available

କେନ୍ଦ୍ରାପଡା: ରାଜନଗର ନଗଡ଼ ଗ୍ରାମରେ ଅକ୍ଷୟ ତୃତୀୟ ଅବସରରେ ପୂଜାର୍ଚନା କରିବା ସହ ହଳ କରି ବିହନ ବୁଣିଲେ ରାଜନଗର ବିଧାୟକ ଧୂର୍ଵ ସାହୁ

Kendrapara, Kendrapara | Apr 30, 2025
ଆଜି ସକାଳ ୮ଟା ସମୟରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜନଗର ବ୍ଲକ୍ ଓସ୍ତିଆ ଗ୍ରାମ ପଞ୍ଚାୟତ ନଗଡ଼ ଗ୍ରାମରେ ଚାଷ କାର୍ଯ୍ୟ ପାଇଁ କ୍ଷେତରେ ହଳ କରାଯିବା ସହ ବିହନ ଅନୁକୂଳ କରିଛନ୍ତି ରାଜନଗର ବିଧାୟକ ଧୂର୍ଵ ଚରଣ ସାହୁ। ପାରମ୍ପରିକ ରୀତି ନୀତି ଓ ସଂସ୍କୃତିର ବାର୍ତ୍ତା ବହନ କରୁଥିବା ଅକ୍ଷୟ ତୃତୀୟା ଅବସରରେ ନିର୍ବାଚନ ମଣ୍ଡଳୀର ସମସ୍ତ ଚଷା ଓ ଚାଷୀ ଭାଇମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ହଳ ଲଙ୍ଗଳ ଧରି କ୍ଷତରେ ହଳ ବୁଲାଇବା ସହ ବିହନ ବୁଣିଥିବ ଦେଖିବାକୁ ମିଳିଛି। ତାଙ୍କ ସହିତ ସ୍ଥାନୀୟ ନେତୃମଣ୍ଡଳୀ ଓ ମହିଳା ସଭାନେତ୍ରୀ ଓ କର୍ମୀ ତଥା ଚାଷୀ ଭାଇମାନେ ଉପସ୍ଥିତ ଥିଲେ

MORE NEWS

କେନ୍ଦ୍ରାପଡା: ରାଜନଗର ନଗଡ଼ ଗ୍ରାମରେ ଅକ୍ଷୟ ତୃତୀୟ ଅବସରରେ ପୂଜାର୍ଚନା କରିବା ସହ ହଳ କରି ବିହନ ବୁଣିଲେ ରାଜନଗର ବିଧାୟକ ଧୂର୍ଵ ସାହୁ - Kendrapara News