Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana
No video available

କେନ୍ଦ୍ରାପଡା: ରାଜକନିକା ଜୟନଗର ମଠରେ ବିଜେପିର କର୍ମୀ ସମ୍ମିଳନୀ ଅନୁଷ୍ଠିତ

ଆଜି ଅପରାହ୍ନ ଚାରିଟା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଜୟନଗର ମଠରେ ବରିଷ୍ଠ ବିଜେପି ନେତା ବୈକୁଣ୍ଠ ନାଥ ପରିଡାଙ୍କ ନେତୃତ୍ୱରେ ବିଜେପିର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଜନହିତକର ଯୋଜନା ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ଆୟୁଷ୍ମାନ ଯୋଜନା,ସୁଭଦ୍ରା ଯୋଜନା ଉପରେ ଜନ ସଚେତନତା କରାଯିବା ସହ ସାଧାରଣ ଲୋକଙ୍କୁ ସଚେତନ କରାଇବାକୁ କର୍ମୀ ମାନଙ୍କୁ ସୂଚନା ଦେଇଛନ୍ତି ଶ୍ରୀଯୁକ୍ତ ପରିଡା,ଏହା ସହିତ ଗାଁ ଗହଳିରେ ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବା ଲୋକଙ୍କୁ ଅଧିକରୁ ଅଧିକ ବିଭିନ୍ନ ଯୋଜନାରେ ସାମିଲ କରିବାକୁ ଆଲୋଚନା ହେଲା

MORE NEWS

କେନ୍ଦ୍ରାପଡା: ରାଜକନିକା ଜୟନଗର ମଠରେ ବିଜେପିର କର୍ମୀ ସମ୍ମିଳନୀ ଅନୁଷ୍ଠିତ - Kendrapara News