Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana
No video available

କେନ୍ଦ୍ରାପଡା: ପାଟକୁରା ତେନ୍ତୋଳ ରେଣୁକା ମଣ୍ଡପରେ ଆୟୋଜିତ ସ୍ମୁତିଚାରଣ ସଭାରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର

ଅବସରପ୍ରାପ୍ତ ବନ ଅଧିକାରୀ, ପରିବେଶବିତ୍ ତଥା ସ୍ଥାନୀୟ ଅଞ୍ଚଳରେ ବୈଦ୍ୟ ଭାବେ ଜଣାଶୁଣା ପାଟକୁରା ତଳକୁସୁମା ଗ୍ରାମର ସ୍ୱର୍ଗତ ଗନ୍ଧର୍ବ ଚରଣ ମଲ୍ଲିକ ଙ୍କର ଦ୍ଵାଦଶାହ କାର୍ଯ୍ୟକ୍ରମରେ ଏକ ସ୍ମୃତୀଚରଣ ସଭା ତେନ୍ତୋଳ ସ୍ଥିତ ରେଣୁକା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ସ୍ମୃତୀଚାରଣ ସଭାରେ ଆଜି ଦିନ ୧୧ଟା ବେଳେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ବିଜୟ ମହାପାତ୍ର ଯୋଗଦେଇ ସ୍ୱର୍ଗତ ମଲ୍ଲିକଙ୍କର ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

MORE NEWS

କେନ୍ଦ୍ରାପଡା: ପାଟକୁରା ତେନ୍ତୋଳ ରେଣୁକା ମଣ୍ଡପରେ ଆୟୋଜିତ ସ୍ମୁତିଚାରଣ ସଭାରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର - Kendrapara News