Public App Logo
Profile Picture

Kamakhyanagar Khabar

@dhenkanalknagar
145169Followers
11Following
ପରଜଙ୍ଗ: କାମାକ୍ଷାନଗର ବ୍ଲକ ସଭା ଗୃହରେ ମଙ୍ଗଳବାର ୩ଟାରେ ଧାନ ମଣ୍ଡି ସୁପରିଚାଳନା ପାଇଁ ବୈଠକ ଉପସ୍ଥିତ ରହିଲେ ଉପଜିଲ୍ଲାପାଳ ଦିନମଣି ନାଏକ
ପରଜଙ୍ଗ: କୁଟୁରିଆ ଗାଁ ଖେଳ ପଡ଼ିଆରେ ମଙ୍ଗଳବାର ୩ଟାରେ କ୍ରିକେଟ ଖେଳ ଅନୁଷ୍ଠିତ ଉପସ୍ଥିତ ରହିଲେ ଜିଲାପରିସଦ ସଭ୍ୟ ନବକିଶୋର ସାହୁ
କାମାକ୍ଷାନଗର: କାମାକ୍ଷାନଗର ମାଳପୁରା ଉଭର ବ୍ରିଜ ଉପରେ ମଙ୍ଗଳବାର ୧୨ଟାରେ ଟ୍ରକ କୁ ପଛରୁ ପିଟିଲା ଟ୍ରକ ଜଣେ ଚାଳକ ଗୁରୁତର
କାମାକ୍ଷାନଗର: କାମାକ୍ଷାନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ମଙ୍ଗଳବାର ୧୨ଟାରେ ଅନୁଷ୍ଠିତ ଉପସ୍ଥିତ ରହିଲେ ବିଧାୟକ ଶତ୍ରୁଘନ ଜେନା
କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ଗୁନେଇବିଲ୍ ହାଇସ୍କୁଲରେ ପାଚେରୀ ଭାଙ୍ଗିଲା ହାତୀପଲ ମଙ୍ଗଳବାର ୧୦ ବନ ବିଭାଗ କଲା ତଦନ୍ତ
କାମାକ୍ଷାନଗର: ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ପରିସରରେ ସଂସ୍କୃତି ମଞ୍ଚ ଉଦଘାଟନ ଉତ୍ସବରେ ସୋମବାର ୧୨ଟାରେ ଉପସ୍ଥିତ ରହିଲେ ବିଧାୟକ ଶତ୍ରୁଘନ ଜେନା
କାମାକ୍ଷାନଗର: କାଦୁଆ ଗାଁରେ ସୋମବାର ୨ ଟାରେ ମହୁମାଛି ଆକ୍ରମଣରେ ୨ଜଣ ଗୁରୁତର ,ମେଡ଼ିକାଲରେ ଭର୍ତି
କାମାକ୍ଷାନଗର: ଦଣ୍ଡାଧର ଡ୍ୟାମରେ ସୋମବାର ୧ଟାରେ ଉର୍ଣ୍ଣତି କରଣ ଦେଖିଲେ ବିଜେପି ଜିଲା ସଭାପତି ରାସବିହାରୀ ବେହେରା
ପରଜଙ୍ଗ: ଦଣ୍ଡାଧର ଠାରେ ସୋମବାର ୧୨ଟାରେ ଶିଶୁ ମହୋତ୍ସବ ଅନୁଷ୍ଠିତ ଉପସ୍ଥିତ ରହିଲେ ବିଡ଼ିଓ ଯଶୋବନ୍ତ ଦେହୁରୀ
ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ବିଜେପି ସମ୍ପାଦକ ଭାବରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ବିଜେପି ନେତା ଅଞ୍ଜନ ପାଣି ମନୋନୀତ ହୋଇଛନ୍ତି
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ବିଜେପି ଉପସଭାପତି ଭାବରେ କାମାକ୍ଷାନଗର ବିଜେପି ନେତା ସଞ୍ଜୟ ରାଉତ ମନୋନୀତ ହୋଇଛନ୍ତି
କାମାକ୍ଷାନଗର: କାମାକ୍ଷାନଗର ରେଙ୍ଗାଳି ସ୍ପୋର୍ଟ୍ସ କ୍ଲବ ତରଫରୁ ଆୟୋଜିତ କ୍ରିକେଟ ଖେଳରେ ରବିବାର ୪ଟାରେ ଉପସ୍ଥିତ ରହିଲେ ବିଧାୟକ ଶତ୍ରୁଘନ ଜେନା
କାମାକ୍ଷାନଗର: କାମାକ୍ଷାନଗର ରେଙ୍ଗାଳି ସ୍ପୋର୍ଟ୍ସ କ୍ଲବ ତରଫରୁ ଆୟୋଜିତ କ୍ରିକେଟ ଖେଳରେ ରବିବାର ୪ଟାରେ ଉପସ୍ଥିତ ରହିଲେ ବିଧାୟକ ଶତ୍ରୁଘନ ଜେନା
କାମାକ୍ଷାନଗର: ମଠକରଗୋଳା ମହାବିଦ୍ୟାଳୟରେ ରବିବାର ୩ଟାରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବର୍ଷୀକ ସମିଳନୀ ଅନୁଷ୍ଠିତ
ପରଜଙ୍ଗ: ଘାଗରାମୁଣ୍ଡା ପଦ୍ମପୁର ଗାଁରେ ଶନିବାର ୧୧ଟାରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କଲେ ଡାକ୍ତର ପୁଣ୍ୟଶ୍ଲୋକ ପତି
କାମାକ୍ଷାନଗର: ଭୁବନ ଦେବେନ୍ଦ୍ର ମେମୋରିଆଲ କପ କ୍ରିକେଟ ଶନିବାର ୧୨ଟାରେ ଅନୁଷ୍ଠିତ ଉପସ୍ଥିତ ରହିଲେ ବିଧାୟକ ଶତ୍ରୁଘନ ଜେନା
କାମାକ୍ଷାନଗର: ଅନନ୍ତପୁର ରାଧାକୃଷ୍ଣ ମନ୍ଦିରରୁ ଚୋରୀ ,ଶନିବାର ୯ଟାରେ ପୋଲିସ କଲା ତଦନ୍ତ
କାମାକ୍ଷାନଗର: କାମାକ୍ଷାନଗର ଆଦର୍ଶ କୃଷି ସମବାୟ ସମିତି ଠାରେ ଶୁକ୍ରବାର ୧୦ଟାରେ ଦୁଗ୍ଧ ସଂଗ୍ରହ କେନ୍ଦ୍ର ଆରମ୍ଭ ହୋଇଯାଇଛି
ପରଜଙ୍ଗ: ପାଟବେଡା ଗ୍ରାମରେ ହାତୀପଲଙ୍କ ଉପଦ୍ରଵ ଶୁକ୍ରବାର ୧ଟାରେ ଚାଷୀ ରଖିଲେ ପ୍ରତିକ୍ରିୟା
କାମାକ୍ଷାନଗର: କେନ୍ଦୁପସିରେ ଥିବା ଚାଉଳ ଗୋଦାମରେ ଦୁର୍ବୁତ୍ତଙ୍କ ଆକ୍ରମଣ ପ୍ରତିବାଦରେ ଗୋଦାମରେ ଆନ୍ଦୋଳନ ଶୁକ୍ରବାର ୧୨ଟାରେ ଉପଜିଲ୍ଲାପାଳଙ୍କ ପ୍ରତିକ୍ରିୟା
କାମାକ୍ଷାନଗର: ଭୁବନ ବ୍ଲକ ଭୁସଳ ପଂଚାୟତ କୀର୍ତ୍ତନପୁର ଗ୍ରାମରେ ଅଗ୍ନିକାଣ୍ଡ ଶୁକ୍ରବାର ୧୦ଟାରେ ବିଧାୟକ ପହଂଚିଲେ
କାମାକ୍ଷାନଗର: ଘାଗରାମୁଣ୍ଡା ସେବାଶ୍ରମକୁ ଗୁରୁବାର ୧ଟାରେ ଯାଇ ଖାଦ୍ୟ ଯାଞ୍ଚ କଲେ ଜିଲା ପରିଷଦ ସଭ୍ୟ ନବକିଶୋର ସାହୁ
କାମାକ୍ଷାନଗର: କାମାକ୍ଷାନଗର ପୋଲିସ ତରଫରୁ ଗୁରୁବାର ୩ଟାରେ ଜିରିଡାମାଳି ବାଇପାସ ନିକଟରେ ଯାନ ବାହାନ ଯାଞ୍ଚ କରାଯାଇଛି
କାମାକ୍ଷାନଗର: କାମାକ୍ଷାନଗର ପୋଲିସ ତରଫରୁ ଗୁରୁବାର ୩ଟାରେ ଜିରିଡାମାଳି ବାଇପାସ ନିକଟରେ ଯାନ ବାହାନ ଯାଞ୍ଚ କରାଯାଇଛି
ପରଜଙ୍ଗ: ବାମ ପଞ୍ଚାୟତ କୀର୍ତ୍ତନପୁର ଭଗାମୁଣ୍ଡା ସାହିର ହାତୀପଲ କଲେ ଧାନ ଫସଲ ନଷ୍ଟ ଗୁରୁବାର ୧୦ଟାରେ ଚାଷୀ କଲେ ଅଭିଯୋଗ