କାମାକ୍ଷାନଗର: କାମାକ୍ଷାନଗର ଆଦର୍ଶ କୃଷି ସମବାୟ ସମିତି ଠାରେ ଶୁକ୍ରବାର ୧୦ଟାରେ ଦୁଗ୍ଧ ସଂଗ୍ରହ କେନ୍ଦ୍ର ଆରମ୍ଭ ହୋଇଯାଇଛି
କାମାକ୍ଷାନଗର ଆଦର୍ଶ କୃଷି ସମବାୟ ସମିତି ଠାରେ ଶୁକ୍ରବାର ୧୦ଟାରେ ଦୁଗ୍ଧ ସଂଗ୍ରହ କେନ୍ଦ୍ର ଆରମ୍ଭ ହୋଇଯାଇଛି ।ଢେଙ୍କାନାଳ ଜିଲା କାମାକ୍ଷାନଗର ସହର ମଧ୍ୟରେ ଥିବା ଆଦର୍ଶ କୃଷି ସମବାୟ ସମିତି ଠାରେ ଦୁଗ୍ଧ ସଂଗ୍ରହ କେନ୍ଦ୍ର ଆରମ୍ଭ ହୋଇଯାଇଛି ।ଏଠାରେ ସେବା ସମବାୟ ଅଧିକାରୀ ଓ କୃଷି ବିଭାଗ ଅଧିକାରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।