ପରଜଙ୍ଗ: ପାଟବେଡା ଗ୍ରାମରେ ହାତୀପଲଙ୍କ ଉପଦ୍ରଵ ଶୁକ୍ରବାର ୧ଟାରେ ଚାଷୀ ରଖିଲେ ପ୍ରତିକ୍ରିୟା
ପାଟବେଡା ଗ୍ରାମରେ ହାତୀପଲଙ୍କ ଉପଦ୍ରଵ ଶୁକ୍ରବାର ୧ଟାରେ ଚାଷୀ ରଖିଲେ ପ୍ରତିକ୍ରିୟା ।ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ପାଟବେଡା ଗ୍ରାମର ଦୁଃଖବନ୍ଧୁ ସିଂହଙ୍କ ଅଢେଇ ଏକର ଚାଷ ଜମିର ଧାନ ବିଡା ଖାଇ ଦେଇ ଥିବା ବେଳେ ବ୍ରଜବନ୍ଧୁ ସିଂହ ଙ୍କ ବାଡ଼ିରେ ପଶି ଫସଲ ନଷ୍ଟ କରିବା ସହିତ କୈଳାସ ସାହୁଙ୍କର ଦୁଇ ଏକର ଚାଷ ଜମିର ଧାନ ବିଡା ନଷ୍ଟ କରି ଦେଇ ଛନ୍ତି ହାତୀପଲ ।