କାମାକ୍ଷାନଗର: ଭୁବନ ବ୍ଲକ ଭୁସଳ ପଂଚାୟତ କୀର୍ତ୍ତନପୁର ଗ୍ରାମରେ ଅଗ୍ନିକାଣ୍ଡ ଶୁକ୍ରବାର ୧୦ଟାରେ ବିଧାୟକ ପହଂଚିଲେ
ଭୁବନ ବ୍ଲକ ଭୁସଳ ପଂଚାୟତ କୀର୍ତ୍ତନପୁର ଗ୍ରାମରେ ଅଗ୍ନିକାଣ୍ଡ ଶୁକ୍ରବାର ୧୦ଟାରେ ବିଧାୟକ ପହଂଚିଲେ ।ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁସଳ ପଂଚାୟତ କୀର୍ତ୍ତନପୁର ଗ୍ରାମର ବିଶ୍ୱନାଥ ମଲ୍ଲିକ ଓ ସୁଶାନ୍ତ ମଲ୍ଲିକଙ୍କ ଘରେ ଅଗ୍ନିକାଣ୍ଡ ଘଟିଲା ।ଶୁକ୍ରବାର ଖବର ପାଇ କାମାକ୍ଷାନଗର ବିଧାୟକ ଶତ୍ରୁଘନ ଜେନା ପହଂଚିଲେ ଗାଁରେ ।ପ୍ରଶାସନ ତରଫରୁ ତୁରନ୍ତ ସାହାଯ୍ୟ କରାଯିବ କହିଲେ ।