କାମାକ୍ଷାନଗର: କେନ୍ଦୁପସିରେ ଥିବା ଚାଉଳ ଗୋଦାମରେ ଦୁର୍ବୁତ୍ତଙ୍କ ଆକ୍ରମଣ ପ୍ରତିବାଦରେ ଗୋଦାମରେ ଆନ୍ଦୋଳନ ଶୁକ୍ରବାର ୧୨ଟାରେ ଉପଜିଲ୍ଲାପାଳଙ୍କ ପ୍ରତିକ୍ରିୟା
କାମାକ୍ଷାନଗର ବ୍ଲକ କେନ୍ଦୁପସି ଠାରେ ଥିବା ଚାଉଳ ଗୋଦାମରେ ଦୁର୍ବୁତ୍ତଙ୍କ ଆକ୍ରମଣ ପ୍ରତିବାଦ ରେ ଗୋଦାମ ଆଗରେ ଆନ୍ଦୋଳନ ଶୁକ୍ରବାର ୧୨ଟାରେ ଉପଜିଲ୍ଲାପାଳ ଦିନମଣି ନାଏକ ରଖିଲେ ପ୍ରତିକ୍ରିୟା ।