କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ବିଜେପି ଉପସଭାପତି ଭାବରେ କାମାକ୍ଷାନଗର ବିଜେପି ନେତା ସଞ୍ଜୟ ରାଉତ ମନୋନୀତ ହୋଇଛନ୍ତି
ଢେଙ୍କାନାଳ ଜିଲ୍ଲା ବିଜେପି ଉପସଭାପତି ଭାବରେ କାମାକ୍ଷାନଗର ବିଜେପି ନେତା ସଞ୍ଜୟ ରାଉତ ମନୋନୀତ ହୋଇଛନ୍ତି ।ଢେଙ୍କାନାଳ ଜିଲା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ବିଜେପି ଯୁବନେତା ସଞ୍ଜୟ ରାଉତ ନୂତନ ଭାବରେ ଜିଲା ଉପ ସଭାପତି ଭାବରେ ମନୋନୀତ ହୋଇଛନ୍ତି ।