କାମାକ୍ଷାନଗର ରେଙ୍ଗାଳି ସ୍ପୋର୍ଟ୍ସ କ୍ଲବ ତରଫରୁ ଆୟୋଜିତ କ୍ରିକେଟ ଖେଳରେ ରବିବାର ୪ଟାରେ ଉପସ୍ଥିତ ରହିଲେ ବିଧାୟକ ଶତ୍ରୁଘନ ଜେନା ।ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହର ମଧ୍ୟରେ ଥିବା ରେଙ୍ଗାଳି ସ୍ପୋର୍ଟ୍ସ କ୍ଲବ ତରଫରୁ ଆୟୋଜିତ କ୍ରିକେଟ ଖେଳ ରେ ଉପସ୍ଥିତ ରହିଲେ ବିଧାୟକ ଶତ୍ରୁଘନ ଜେନାଙ୍କ ସମେତ ଅନ୍ୟମାନେ ।