ପରଜଙ୍ଗ: ବାମ ପଞ୍ଚାୟତ କୀର୍ତ୍ତନପୁର ଭଗାମୁଣ୍ଡା ସାହିର ହାତୀପଲ କଲେ ଧାନ ଫସଲ ନଷ୍ଟ ଗୁରୁବାର ୧୦ଟାରେ ଚାଷୀ କଲେ ଅଭିଯୋଗ
ବାମ ପଞ୍ଚାୟତ କୀର୍ତ୍ତନପୁର ଭଗାମୁଣ୍ଡା ସାହିର ହାତୀପଲ କଲେ ଧାନ ଫସଲ ନଷ୍ଟ ଗୁରୁବାର ୧୦ଟାରେ ଚାଷୀ କଲେ ଅଭିଯୋଗ ।ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ବାମ ପଂଚାୟତ କୀର୍ତ୍ତନପୁର ଭଗାମୁଣ୍ଡା ଗାଁରେ ଗତ ରାତିରେ ହାତୀପଲ କଲେ ବ୍ୟାପକ ଧାନ ଫସଲ ନଷ୍ଟ ଯାହାକୁ ନେଇ ଗୁରୁବାର ଚାଷୀ କଲେ ଅଭିଯୋଗ ।