କାମାକ୍ଷାନଗର: ଦଣ୍ଡାଧର ଡ୍ୟାମରେ ସୋମବାର ୧ଟାରେ ଉର୍ଣ୍ଣତି କରଣ ଦେଖିଲେ ବିଜେପି ଜିଲା ସଭାପତି ରାସବିହାରୀ ବେହେରା
କଙ୍କଡାହାଡ଼ ଦଣ୍ଡାଧର ଡ୍ୟାମରେ ସୋମବାର ୧ଟାରେ ଉର୍ଣ୍ଣତି କରଣ ଦେଖିଲେ ବିଜେପି ଜିଲା ସଭାପତି ରାସବିହାରୀ ବେହେରା ।ଢେଙ୍କାନାଳ ଜିଲା ବିଜେପି ସଭାପତି ରାସବିହାରୀ ବେହେରା ସୋମବାର ଦଣ୍ଡାଧର ଡ୍ୟାମ ଅଞ୍ଚଳକୁ ପରିଦର୍ଶନ କରି ଉନ୍ନୟନ ଦେଖିଲେ ।ସାଙ୍ଗରେ ବ୍ଲକ ପ୍ରଶାସନ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।