କାମାକ୍ଷାନଗର: ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ପରିସରରେ ସଂସ୍କୃତି ମଞ୍ଚ ଉଦଘାଟନ ଉତ୍ସବରେ ସୋମବାର ୧୨ଟାରେ ଉପସ୍ଥିତ ରହିଲେ ବିଧାୟକ ଶତ୍ରୁଘନ ଜେନା
ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ପରିସରରେ ସଂସ୍କୃତି ମଞ୍ଚ ଉଦଘାଟନ ଉତ୍ସବରେ ସୋମବାର ୧୨ଟାରେ ଉପସ୍ଥିତ ରହିଲେ ବିଧାୟକ ଶତ୍ରୁଘନ ଜେନା ।ଢେଙ୍କାନାଳ ଜିଲା କାମାକ୍ଷାନଗର ବିଧାୟକ ଶତ୍ରୁଘନ ଜେନା ସୋମବାର ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ପରିସରରେ ସଂସ୍କୃତି ମଞ୍ଚ ଉଦଘାଟନ ଉତ୍ସବରେ ଉପସ୍ଥିତ ରହିଲେ ।ଏଠାରେ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।