କାମାକ୍ଷାନଗର: କାମାକ୍ଷାନଗର ପୋଲିସ ତରଫରୁ ଗୁରୁବାର ୩ଟାରେ ଜିରିଡାମାଳି ବାଇପାସ ନିକଟରେ ଯାନ ବାହାନ ଯାଞ୍ଚ କରାଯାଇଛି
କାମାକ୍ଷାନଗର ପୋଲିସ ତରଫରୁ ଗୁରୁବାର ୩ଟାରେ ଜିରିଡାମାଳି ବାଇପାସ ନିକଟରେ ଯାନ ବାହାନ ଯାଞ୍ଚ କରାଯାଇଛି ।ଢେଙ୍କାନାଳ ଜିଲା କାମାକ୍ଷାନଗର ଦେଇ ଯାଇଥିବା ଜାତୀୟ ରାଜପଥ ୫୩ ବାଇପାସ ଜିରିଡାମାଳି ନିକଟରେ ପୋଲିସ ତରଫରୁ ଗୁରୁବାର ଯାନ ବାହାନ ଯାଞ୍ଚ କରାଯାଇଛି ।