ପରଜଙ୍ଗ: ଘାଗରାମୁଣ୍ଡା ପଦ୍ମପୁର ଗାଁରେ ଶନିବାର ୧୧ଟାରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କଲେ ଡାକ୍ତର ପୁଣ୍ୟଶ୍ଲୋକ ପତି
ଘାଗରାମୁଣ୍ଡା ପଦ୍ମପୁର ଗାଁରେ ଶନିବାର ୧୧ଟାରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କଲେ ଡାକ୍ତର ପୁଣ୍ୟଶ୍ଲୋକ ପତି ।ଢେଙ୍କାନାଳ ଜିଲା ଅପହଞ୍ଚ ଇଲାକା କଙ୍କଡାହାଡ଼ ବ୍ଲକ ଘାଗରାମୁଣ୍ଡା ପଂଚାୟତ ପଦ୍ମପୁର ଗାଁରେ ଡାକ୍ତର ପୁଣ୍ୟଶ୍ଲୋକ ପତି ପହଂଚି ଲୋକଙ୍କର ମାଗଣା ଚିକିତ୍ସା କରିବା ସହିତ ଔଷଧ ବଣ୍ଟନ କରିଥିଲେ ।