କାମାକ୍ଷାନଗର: ଘାଗରାମୁଣ୍ଡା ସେବାଶ୍ରମକୁ ଗୁରୁବାର ୧ଟାରେ ଯାଇ ଖାଦ୍ୟ ଯାଞ୍ଚ କଲେ ଜିଲା ପରିଷଦ ସଭ୍ୟ ନବକିଶୋର ସାହୁ
ଘାଗରାମୁଣ୍ଡା ସେବାଶ୍ରମକୁ ଗୁରୁବାର ୧ଟାରେ ଯାଇ ଖାଦ୍ୟ ଯାଞ୍ଚ କଲେ ଜିଲା ପରିଷଦ ସଭ୍ୟ ନବକିଶୋର ସାହୁ ।ଢେଙ୍କାନାଳ ଜିଲା ଘାଗରାମୁଣ୍ଡା ସେବାଶ୍ରମ ବିଦ୍ୟାଳୟକୁ ଗୁରୁବାର ଯାଇ ଖାଦ୍ୟ ଯାଞ୍ଚ କରିଥିଲେ ଜିଲା ପରିଷଦ ସଭ୍ୟ ନବକିଶୋର ସାହୁ ।ଏଠାରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନେ ଉପସ୍ଥିତ ଥିଲେ ।