କାମାକ୍ଷାନଗର: ମଠକରଗୋଳା ମହାବିଦ୍ୟାଳୟରେ ରବିବାର ୩ଟାରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବର୍ଷୀକ ସମିଳନୀ ଅନୁଷ୍ଠିତ
ମଠକରଗୋଳା ମହାବିଦ୍ୟାଳୟରେ ରବିବାର ୩ଟାରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବର୍ଷୀକ ସମିଳନୀ ଅନୁଷ୍ଠିତ ।ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ମଠକରଗୋଳା ମହାବିଦ୍ୟାଳୟ ପରିସରରେ ରବିବାର ଅଖିଳ ଭାରତୀୟ ସାହିତ୍ୟ ପରିଷଦର ବାର୍ଷିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏଠାରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଚିତ୍ତରଞ୍ଜନ ଦାସଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।