ଦଣ୍ଡାଧର ଠାରେ ସୋମବାର ୧୨ଟାରେ ଶିଶୁ ମହୋତ୍ସବ ଅନୁଷ୍ଠିତ ଉପସ୍ଥିତ ରହିଲେ ବିଡ଼ିଓ ଯଶୋବନ୍ତ ଦେହୁରୀ ।ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଣ୍ଡାଧର ଠାରେ ସୋମବାର ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏଠାରେ କୁନିକୁନି ଛାତ୍ର ଛାତ୍ରୀ ମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ ।ଏଠାରେ ବିଡ଼ିଓ ଯଶୋବନ୍ତ ଦେହୁରୀ, ବ୍ଲକ ଅଧ୍ୟକ୍ଷ। ଚାରୂଲତା ମିଶ୍ର,ବିଜେପି ଜିଲା ସଭାପତି ରାସବିହାରୀ ବେହେରା,ପୂର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତିକ ସାହୁ,ରାଜେଶ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ ।