ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ବିଜେପି ସମ୍ପାଦକ ଭାବରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ବିଜେପି ନେତା ଅଞ୍ଜନ ପାଣି ମନୋନୀତ ହୋଇଛନ୍ତି
ଢେଙ୍କାନାଳ ଜିଲ୍ଲା ବିଜେପି ସମ୍ପାଦକ ଭାବରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ବିଜେପି ନେତା ଅଞ୍ଜନ ପାଣି ମନୋନୀତ ହୋଇଛନ୍ତି ।ଢେଙ୍କାନାଳ ଜିଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ବିଜେପି ଯୁବନେତା ଅଞ୍ଜନ ପାଣି ନୂତନ ଭାବରେ ଜିଲା ସମ୍ପାଦକ ଭାବରେ ମନୋନୀତ ହୋଇଛନ୍ତି ।