Public App Logo
Jansamasya
News
Bjp
National
Police
Bihar
India
कांग्रेस
Gujarat
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews

News in Sasan

ରେଙ୍ଗାଲି: ରେଙ୍ଗାଲିରେ ଥାନା ଅଂଚଳଚୋରି ମାମଲାର ପର୍ଦ୍ଦାଫାଶ, ୨ ଗିରଫ

ରେଙ୍ଗାଲି: ରେଙ୍ଗାଲିରେ ଥାନା ଅଂଚଳଚୋରି ମାମଲାର ପର୍ଦ୍ଦାଫାଶ, ୨ ଗିରଫ

Rengali, Sambalpur | Aug 7, 2026

ବ୍ଲକ ସ୍ତରୀୟ କ୍ରୀଡାର ପ୍ରସ୍ତୁତି ବୈଠକ ସହିତ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ 
କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଳକ ଅନ୍ତର୍ଗତ କୁଲେଇଗଡ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କୁଡ଼ାପଡ଼ା ଠାରେ ହେବାକୁ ଥିବା ବ୍ଲକ ସ୍ତରୀୟ କ୍ରୀଡାର ପ୍ରସ୍ତୁତି ବୈଠକ ଏବଂ ଏହା ସହିତ ଅବସରକାଳୀନ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ସୁଶିଲ କୁମାର ମହାକୁଲ ସଭା ପତିତ୍ଵ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ଯୁକ୍ତ ଶ୍ରୀକାନ୍ତ ପଟେଲ, ସମ୍ମାନିତ ଅତିଥି ବି ଆର ସି ସି କମ୍ ଏ ବି ଇ ଶ୍ରୀ ଯୁକ୍ତ ବିନୋଦ ବିହାରୀ ସାହୁ ଏବଂ କୁଚିଣ୍ଡା ବ୍ଲକ ବ୍ଲକ କ୍ରୀଡା ସଂସଦର ସମ୍ପାଦକ ଶ୍ରୀ ଯୁକ୍ତ ଘନ କିଶୋର ସାହୁ ଉପସ୍ଥିତ ରହି ବିଦାୟୀ ଶାରୀରିକ ଶିକ୍ଷା ଶିକ୍ଷକ ଶ୍ରୀ ଯୁକ୍ତ ହିମାଂଶୁ ପଟେଲ, ଶ୍ରୀ ଯୁକ୍ତ ପ୍ରକାଶ କୁମାର ପଟେଲ, ଶ୍ରୀ ଯୁକ୍ତ ଧୀରେନ୍ଦ୍ର କୁମାର ପଟେଲ, ଶ୍ରୀ ଯୁକ୍ତ ପ୍ରବୀଣ କୁମାର ପଟେଲ ଓ ଶ୍ରୀ ଯୁକ୍ତ ନାରାୟଣ ଚନ୍ଦ୍ର ପଟେଲ୍ ମାନଙ୍କର ଅବସର ପରବର୍ତ୍ତୀ ଜୀବନ ସୁସ୍ଥ,ନିରାମୟ, ସୁଖମୟ ଏବଂ ଶାନ୍ତି ମୟ ହେବା ପାଇଁ ପ୍ରାର୍ଥନା କରିଥିଲେ l ଏଥିରେ କୁଚିଣ୍ଡା ବ୍ଲକ ସମସ୍ତ ବିଦ୍ୟାଳୟର କ୍ରୀଡା ଶିକ୍ଷକ ମାନେ ଅଂଶଗ୍ରଣ କରି ବିଦାୟୀ ଶିକ୍ଷକଙ୍କୁ ପୁଷ୍ପ ଗୁଚ୍ଛ, ପ୍ରଶଂସା ପତ୍ର ଓ ଉପହାର ପ୍ରଦାନ ପୂର୍ବକ ଶିକ୍ଷକତା ସମୟର ଅଭୁଲା ସ୍ମୃତିଚାରଣ କରିଥିଲେ l ଉକ୍ତ ସଭାକୁ ଶ୍ରୀ ଯୁକ୍ତ ଭୈରବ କୁମାର ସାହୁ ପରିଚାଳନା କରିଥିଲେ ଏବଂ ଶେଷରେ ଶ୍ରୀ ଯୁକ୍ତ ପ୍ରଶାନ୍ତ କୁମାର ଭୁକ୍ତା ଧନ୍ୟବାଦ୍ ପ୍ରଦାନ କରିଥିଲେ l କାର୍ଯ୍ୟ କର୍ମକୁ ପୂର୍ଣ୍ଣ ମାତ୍ରାରେ ସଫଳ କରିବା ପାଇଁ ସମସ୍ତ କ୍ରୀଡା ଶିକ୍ଷକ ଏବଂ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷିକା ଏବଂ କର୍ମଚାରୀ ସହଯୋଗ କରିଥିଲେ l ଏଥିରେ ଶ୍ରୀ ଯୁକ୍ତ ପ୍ରଦୀପ କୁମାର ପଟେଲ, ବିଜୟ କୁମାର ପଟେଲ, ଜେହେରୁଲାଲ ପଟେଲ, ଇନ୍ଦିରା ଦାସ, ପ୍ରତିମା ନାୟକ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ l

ବ୍ଲକ ସ୍ତରୀୟ କ୍ରୀଡାର ପ୍ରସ୍ତୁତି ବୈଠକ ସହିତ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଳକ ଅନ୍ତର୍ଗତ କୁଲେଇଗଡ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କୁଡ଼ାପଡ଼ା ଠାରେ ହେବାକୁ ଥିବା ବ୍ଲକ ସ୍ତରୀୟ କ୍ରୀଡାର ପ୍ରସ୍ତୁତି ବୈଠକ ଏବଂ ଏହା ସହିତ ଅବସରକାଳୀନ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ସୁଶିଲ କୁମାର ମହାକୁଲ ସଭା ପତିତ୍ଵ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ଯୁକ୍ତ ଶ୍ରୀକାନ୍ତ ପଟେଲ, ସମ୍ମାନିତ ଅତିଥି ବି ଆର ସି ସି କମ୍ ଏ ବି ଇ ଶ୍ରୀ ଯୁକ୍ତ ବିନୋଦ ବିହାରୀ ସାହୁ ଏବଂ କୁଚିଣ୍ଡା ବ୍ଲକ ବ୍ଲକ କ୍ରୀଡା ସଂସଦର ସମ୍ପାଦକ ଶ୍ରୀ ଯୁକ୍ତ ଘନ କିଶୋର ସାହୁ ଉପସ୍ଥିତ ରହି ବିଦାୟୀ ଶାରୀରିକ ଶିକ୍ଷା ଶିକ୍ଷକ ଶ୍ରୀ ଯୁକ୍ତ ହିମାଂଶୁ ପଟେଲ, ଶ୍ରୀ ଯୁକ୍ତ ପ୍ରକାଶ କୁମାର ପଟେଲ, ଶ୍ରୀ ଯୁକ୍ତ ଧୀରେନ୍ଦ୍ର କୁମାର ପଟେଲ, ଶ୍ରୀ ଯୁକ୍ତ ପ୍ରବୀଣ କୁମାର ପଟେଲ ଓ ଶ୍ରୀ ଯୁକ୍ତ ନାରାୟଣ ଚନ୍ଦ୍ର ପଟେଲ୍ ମାନଙ୍କର ଅବସର ପରବର୍ତ୍ତୀ ଜୀବନ ସୁସ୍ଥ,ନିରାମୟ, ସୁଖମୟ ଏବଂ ଶାନ୍ତି ମୟ ହେବା ପାଇଁ ପ୍ରାର୍ଥନା କରିଥିଲେ l ଏଥିରେ କୁଚିଣ୍ଡା ବ୍ଲକ ସମସ୍ତ ବିଦ୍ୟାଳୟର କ୍ରୀଡା ଶିକ୍ଷକ ମାନେ ଅଂଶଗ୍ରଣ କରି ବିଦାୟୀ ଶିକ୍ଷକଙ୍କୁ ପୁଷ୍ପ ଗୁଚ୍ଛ, ପ୍ରଶଂସା ପତ୍ର ଓ ଉପହାର ପ୍ରଦାନ ପୂର୍ବକ ଶିକ୍ଷକତା ସମୟର ଅଭୁଲା ସ୍ମୃତିଚାରଣ କରିଥିଲେ l ଉକ୍ତ ସଭାକୁ ଶ୍ରୀ ଯୁକ୍ତ ଭୈରବ କୁମାର ସାହୁ ପରିଚାଳନା କରିଥିଲେ ଏବଂ ଶେଷରେ ଶ୍ରୀ ଯୁକ୍ତ ପ୍ରଶାନ୍ତ କୁମାର ଭୁକ୍ତା ଧନ୍ୟବାଦ୍ ପ୍ରଦାନ କରିଥିଲେ l କାର୍ଯ୍ୟ କର୍ମକୁ ପୂର୍ଣ୍ଣ ମାତ୍ରାରେ ସଫଳ କରିବା ପାଇଁ ସମସ୍ତ କ୍ରୀଡା ଶିକ୍ଷକ ଏବଂ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷିକା ଏବଂ କର୍ମଚାରୀ ସହଯୋଗ କରିଥିଲେ l ଏଥିରେ ଶ୍ରୀ ଯୁକ୍ତ ପ୍ରଦୀପ କୁମାର ପଟେଲ, ବିଜୟ କୁମାର ପଟେଲ, ଜେହେରୁଲାଲ ପଟେଲ, ଇନ୍ଦିରା ଦାସ, ପ୍ରତିମା ନାୟକ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ l

Kochinda, Sambalpur | Aug 7, 2026

ସମ୍ବଲପୁର: ଓଡ଼ିଶା ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ପକ୍ଷରୁ ଉତ୍ତର ରେଞ୍ଜର ଜିଲ୍ଲା ପାଇଁ  "ଫସଲ ପରିସଂଖ୍ୟାନର ଉନ୍ନତି କାର୍ଯ୍ୟକ୍ରମଅନୁଷ୍ଠିତ

ସମ୍ବଲପୁର: ଓଡ଼ିଶା ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ପକ୍ଷରୁ ଉତ୍ତର ରେଞ୍ଜର ଜିଲ୍ଲା ପାଇଁ "ଫସଲ ପରିସଂଖ୍ୟାନର ଉନ୍ନତି କାର୍ଯ୍ୟକ୍ରମଅନୁଷ୍ଠିତ

Sambalpur, Sambalpur | Aug 7, 2026