ସମ୍ବଲପୁର: ବୁର୍ଲାରେ ଭରସା ପରିବାର ପକ୍ଷରୁ ରକ୍ତଦାନ ଶିବିର: 24 ୟୁନିଟ୍ ରକ୍ତ ସଂଗ୍ରହ
Sambalpur, Sambalpur | Nov 22, 2026
ବୁର୍ଲା ଭୀମସାର ଠାରେ ଭରସା ପରିବାର ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ମୋଟ 24 ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ଶିବିରରେ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଯୋଗଦେଇ ରକ୍ତଦାନର ମହତ୍ତ୍ୱ ବୁଝାଇଥିଲେ।