Public App Logo
Jansamasya
News
Maharashtra
Bjp
National
Police
Bihar
India
रेलवे
Coronavirus
कांग्रेस
बीजेपी
Congress
Modi
Delhi
Viral
Dm
Rajasthan
मध्यप्रदेश
Bollywood
Patna
Breakingnews
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Uttarakhand
जिलाधिकारी

News in Padua

Pratidin daily news Koraput district Correspondents

Pratidin daily news Koraput district Correspondents

Jeypore, Koraput | Jul 20, 2026

#ବ୍ଲକ_କଂଗ୍ରେସ_କମିଟି_ବନ୍ଧୁଗାଁ_ତରଫରୁ_ଗ୍ରାମ_ପଞ୍ଚାୟତ_ସ୍ତରୀୟ_କମିଟି_ଗଠନ

ବ୍ଲକ କଂଗ୍ରେସ କମିଟି ବନ୍ଧୁଗାଁର ଉଦ୍ୟମରେ ଗ୍ରାମ ପଞ୍ଚାୟତ ସ୍ତରୀୟ କମିଟି ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଦଳର ବହୁ ବରିଷ୍ଠ ନେତା, କର୍ମୀ ଓ ସ୍ଥାନୀୟ ଜନପ୍ରତିନିଧିମାନେ ଯୋଗଦେଇ ସଂଗଠନକୁ ଆହୁରି ମଜବୁତ କରିବା ଉପରେ ଆଲୋଚନା କରିଥିଲେ।

ଗ୍ରାମ ସ୍ତରରେ କଂଗ୍ରେସ ସଂଗଠନକୁ ସକ୍ରିୟ କରିବା, ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦେବା ଏବଂ ଦଳର ନୀତି ଓ ଆଦର୍ଶକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟରେ ଏହି କମିଟି ଗଠନ କରାଯାଇଥିବା ନେତୃବୃନ୍ଦ ପ୍ରକାଶ କରିଛନ୍ତି।

#Bandhugaon #Congress #BlockCongress #GramPanchayat #Koraput #OdishaPolitics

#ବ୍ଲକ_କଂଗ୍ରେସ_କମିଟି_ବନ୍ଧୁଗାଁ_ତରଫରୁ_ଗ୍ରାମ_ପଞ୍ଚାୟତ_ସ୍ତରୀୟ_କମିଟି_ଗଠନ ବ୍ଲକ କଂଗ୍ରେସ କମିଟି ବନ୍ଧୁଗାଁର ଉଦ୍ୟମରେ ଗ୍ରାମ ପଞ୍ଚାୟତ ସ୍ତରୀୟ କମିଟି ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଦଳର ବହୁ ବରିଷ୍ଠ ନେତା, କର୍ମୀ ଓ ସ୍ଥାନୀୟ ଜନପ୍ରତିନିଧିମାନେ ଯୋଗଦେଇ ସଂଗଠନକୁ ଆହୁରି ମଜବୁତ କରିବା ଉପରେ ଆଲୋଚନା କରିଥିଲେ। ଗ୍ରାମ ସ୍ତରରେ କଂଗ୍ରେସ ସଂଗଠନକୁ ସକ୍ରିୟ କରିବା, ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦେବା ଏବଂ ଦଳର ନୀତି ଓ ଆଦର୍ଶକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟରେ ଏହି କମିଟି ଗଠନ କରାଯାଇଥିବା ନେତୃବୃନ୍ଦ ପ୍ରକାଶ କରିଛନ୍ତି। #Bandhugaon #Congress #BlockCongress #GramPanchayat #Koraput #OdishaPolitics

Koraput Town, Koraput | Jul 20, 2026

କୋରାପୁଟ: laxmipur ନିର୍ବାଚନ ମଣ୍ଡଳୀ ଅଞ୍ଚଳ ରେ କ୍ରସର ପଥର ଗୁଣ୍ଡରେ ପୋତି ହୋଇଯାଉଛି ଚାଷ ଜମି l ପ୍ରଶାସନ ନିରବ ଦ୍ରଷ୍ଟା l ନିୟମର ଖୋଲା ଉଲଂଘନ l

କୋରାପୁଟ: laxmipur ନିର୍ବାଚନ ମଣ୍ଡଳୀ ଅଞ୍ଚଳ ରେ କ୍ରସର ପଥର ଗୁଣ୍ଡରେ ପୋତି ହୋଇଯାଉଛି ଚାଷ ଜମି l ପ୍ରଶାସନ ନିରବ ଦ୍ରଷ୍ଟା l ନିୟମର ଖୋଲା ଉଲଂଘନ l

Koraput, Koraput | Jul 20, 2026

କୋରାପୁଟ: ବନ୍ଧୁଗାଁ ବ୍ଲକ ଗାରିଡି ଗ୍ରାମ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା ଚୟନ ଅନୁଷ୍ଟିତ। ଜିଲ୍ଲା କଂଗ୍ରେସ କମିଟି ସଭାପତି ରୂପକ ତୁରୁକ ଯୋଗ

କୋରାପୁଟ: ବନ୍ଧୁଗାଁ ବ୍ଲକ ଗାରିଡି ଗ୍ରାମ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା ଚୟନ ଅନୁଷ୍ଟିତ। ଜିଲ୍ଲା କଂଗ୍ରେସ କମିଟି ସଭାପତି ରୂପକ ତୁରୁକ ଯୋଗ

Koraput, Koraput | Jul 20, 2026

ଫୋକସ ପ୍ଲସକୁ ନେଇ ବଡ଼ ଘଟଣା!
ମିଳୁଥିବା ସୂଚନା ଅନୁଯାୟୀ, ଫୋକସ ପ୍ଲସର କାର୍ଯ୍ୟାଳୟ ସିଲ୍ କରାଯାଇଥିବା ଖବର ସାମ୍ନାକୁ ଆସିଛି। ସେହିପରି, କାର୍ଯ୍ୟରତ ଏଡିଟର ସୁଧାଂଶୁ ରାଉତଙ୍କୁ ଖୋଜିବା ପାଇଁ ପୋଲିସ ପଦକ୍ଷେପ ନେଇଥିବା ସୂଚନା ମଧ୍ୟ ମିଳିଛି।
ଦିନରାତି ଟିଭି ସହିତ ରୁହନ୍ତୁ। ଏହି ମାମଲାର ପ୍ରତ୍ୟେକ ଆଧିକାରିକ ଅପଡେଟ୍ ଆମେ ଆପଣଙ୍କ ପାଖକୁ ପହଞ୍ଚାଇବୁ।
#DinaratiTV #BreakingNews #OdishaNews #CrimeNews #TopNews #Exclusive #CuttackPolice #OdishaPolice #NewsUpdate #Investigation #LatestNews #MediaNews #Odisha #Journalism #NewsAlert #FocusPlus #TrendingNow #ViralNews #FacebookNews #Liveupdates 

#DinaratiTV #BreakingNews #Odisha #CrimeNews #TopNews #Commisionaratepolice #Investigation #OdishaNews #Exclusive

ଫୋକସ ପ୍ଲସକୁ ନେଇ ବଡ଼ ଘଟଣା! ମିଳୁଥିବା ସୂଚନା ଅନୁଯାୟୀ, ଫୋକସ ପ୍ଲସର କାର୍ଯ୍ୟାଳୟ ସିଲ୍ କରାଯାଇଥିବା ଖବର ସାମ୍ନାକୁ ଆସିଛି। ସେହିପରି, କାର୍ଯ୍ୟରତ ଏଡିଟର ସୁଧାଂଶୁ ରାଉତଙ୍କୁ ଖୋଜିବା ପାଇଁ ପୋଲିସ ପଦକ୍ଷେପ ନେଇଥିବା ସୂଚନା ମଧ୍ୟ ମିଳିଛି। ଦିନରାତି ଟିଭି ସହିତ ରୁହନ୍ତୁ। ଏହି ମାମଲାର ପ୍ରତ୍ୟେକ ଆଧିକାରିକ ଅପଡେଟ୍ ଆମେ ଆପଣଙ୍କ ପାଖକୁ ପହଞ୍ଚାଇବୁ। #DinaratiTV #BreakingNews #OdishaNews #CrimeNews #TopNews #Exclusive #CuttackPolice #OdishaPolice #NewsUpdate #Investigation #LatestNews #MediaNews #Odisha #Journalism #NewsAlert #FocusPlus #TrendingNow #ViralNews #FacebookNews #Liveupdates #DinaratiTV #BreakingNews #Odisha #CrimeNews #TopNews #Commisionaratepolice #Investigation #OdishaNews #Exclusive

Jeypore, Koraput | Jul 20, 2026

#କୋରାପୁଟ
#ପାଠ୍ୟପୁସ୍ତକ_ତୃଟିକୁ_ନେଇ_କୋରାପୁଟ_ବିଜେଡିରର_ଶିକ୍ଷା_ବଞ୍ଚାଅ_ଆନ୍ଦୋଳନ
ପୂର୍ବତନ ଗଣଶିକ୍ଷାମନ୍ତ୍ରୀ ରବି ନାରାୟଣ ନନ୍ଦ,
ବର୍ତ୍ତମାନର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ
କଡା ସମାଲୋଚନା କରିଛନ୍ତି।

#କୋରାପୁଟ #ପାଠ୍ୟପୁସ୍ତକ_ତୃଟିକୁ_ନେଇ_କୋରାପୁଟ_ବିଜେଡିରର_ଶିକ୍ଷା_ବଞ୍ଚାଅ_ଆନ୍ଦୋଳନ ପୂର୍ବତନ ଗଣଶିକ୍ଷାମନ୍ତ୍ରୀ ରବି ନାରାୟଣ ନନ୍ଦ, ବର୍ତ୍ତମାନର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ କଡା ସମାଲୋଚନା କରିଛନ୍ତି।

Jeypore, Koraput | Jul 19, 2026

ଜେଲ୍ ଚାରିକାନ୍ଥ କେବଳ କାରାଗାର ନୁହେଁ, ବରଂ ନିଜକୁ ସୁଧାରି ମୁଖ୍ୟ ସ୍ରୋତକୁ ଫେରିବାର ଏକ ଦ୍ୱାର।" — ଏଭଳି ମତ ପ୍ରକାଶ କରିଛନ୍ତି ଜୟପୁର ସ୍ୱତନ୍ତ୍ର କାରାଗାରର ଅଧିକ୍ଷକ।

ଅପରାଧୀଙ୍କୁ କେବଳ ଦଣ୍ଡ ଦେବା ନୁହେଁ, ସେମାନଙ୍କ ମନରେ ପରିବର୍ତ୍ତନ ଆଣି ସମାଜର ଜଣେ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ି ତୋଳିବା ହେଉଛି କାରାଗାର ବ୍ୟବସ୍ଥାର ମୂଳ ଉଦ୍ଦେଶ୍ୟ। ଜୟପୁର ସ୍ୱତନ୍ତ୍ର କାରାଗାରରେ ବନ୍ଦୀମାନଙ୍କ ପୁନର୍ବାସ, ଦକ୍ଷତା ବିକାଶ ଓ ସାମାଜିକ ପୁନଃପ୍ରତିଷ୍ଠା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି।

ଆପଣଙ୍କ ମତରେ, ଜେଲ୍ କେବଳ ଦଣ୍ଡ ଦେବାର ସ୍ଥାନ ନା ପରିବର୍ତ୍ତନର ଏକ ନୂଆ ଆରମ୍ଭ? ମତାମତ କମେଣ୍ଟରେ ଜଣାନ୍ତୁ।

#Openlensnews #VoiceOfKoraput #Jeypore #Koraput #PrisonReforms #Odisha

ଜେଲ୍ ଚାରିକାନ୍ଥ କେବଳ କାରାଗାର ନୁହେଁ, ବରଂ ନିଜକୁ ସୁଧାରି ମୁଖ୍ୟ ସ୍ରୋତକୁ ଫେରିବାର ଏକ ଦ୍ୱାର।" — ଏଭଳି ମତ ପ୍ରକାଶ କରିଛନ୍ତି ଜୟପୁର ସ୍ୱତନ୍ତ୍ର କାରାଗାରର ଅଧିକ୍ଷକ। ଅପରାଧୀଙ୍କୁ କେବଳ ଦଣ୍ଡ ଦେବା ନୁହେଁ, ସେମାନଙ୍କ ମନରେ ପରିବର୍ତ୍ତନ ଆଣି ସମାଜର ଜଣେ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ି ତୋଳିବା ହେଉଛି କାରାଗାର ବ୍ୟବସ୍ଥାର ମୂଳ ଉଦ୍ଦେଶ୍ୟ। ଜୟପୁର ସ୍ୱତନ୍ତ୍ର କାରାଗାରରେ ବନ୍ଦୀମାନଙ୍କ ପୁନର୍ବାସ, ଦକ୍ଷତା ବିକାଶ ଓ ସାମାଜିକ ପୁନଃପ୍ରତିଷ୍ଠା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଆପଣଙ୍କ ମତରେ, ଜେଲ୍ କେବଳ ଦଣ୍ଡ ଦେବାର ସ୍ଥାନ ନା ପରିବର୍ତ୍ତନର ଏକ ନୂଆ ଆରମ୍ଭ? ମତାମତ କମେଣ୍ଟରେ ଜଣାନ୍ତୁ। #Openlensnews #VoiceOfKoraput #Jeypore #Koraput #PrisonReforms #Odisha

Koraput Town, Koraput | Jul 19, 2026

ଜୟପୁର ଜେଲରେ ନିଆରା ବିବାହ!
କୋର୍ଟ ର ଅନୁମୋଦମ କ୍ରମେ ଜୟପୁର ଉପ କାରାଗାରରେ ୨ଅନ୍ତେ ବାସୀଙ୍କ ବାହାଘର। ନବଦମ୍ପତିଙ୍କୁ ଆଶୀର୍ବାଦ କଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତୀ 
ଜୟପୁର ଉପକାରାଗାର ରେ ଏହି ନିଆରା ବିବାହ ଏକ ଭଲ ବାର୍ତା ଦେବ ବୋଲି ବିଶ୍ୱାସ କରାଯାଉଛି।
#jayapur
#Jeypore #JailMarriage #Koraput #News OdishaNews

ଜୟପୁର ଜେଲରେ ନିଆରା ବିବାହ! କୋର୍ଟ ର ଅନୁମୋଦମ କ୍ରମେ ଜୟପୁର ଉପ କାରାଗାରରେ ୨ଅନ୍ତେ ବାସୀଙ୍କ ବାହାଘର। ନବଦମ୍ପତିଙ୍କୁ ଆଶୀର୍ବାଦ କଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତୀ ଜୟପୁର ଉପକାରାଗାର ରେ ଏହି ନିଆରା ବିବାହ ଏକ ଭଲ ବାର୍ତା ଦେବ ବୋଲି ବିଶ୍ୱାସ କରାଯାଉଛି। #jayapur #Jeypore #JailMarriage #Koraput #News OdishaNews

Koraput Town, Koraput | Jul 19, 2026

ଜୟପୁର-ଉପ କାରାଗାର ରେ ହେଲା ନିଆରା ବାହାଘର।କୋର୍ଟର ଅନୁମୋଦନ କ୍ରମେ ୨ଅନ୍ତେବାସୀ ଙ୍କ ହେଲା ବାହାଘର।

ଜୟପୁର-ଉପ କାରାଗାର ରେ ହେଲା ନିଆରା ବାହାଘର।କୋର୍ଟର ଅନୁମୋଦନ କ୍ରମେ ୨ଅନ୍ତେବାସୀ ଙ୍କ ହେଲା ବାହାଘର।

Koraput Town, Koraput | Jul 19, 2026