Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
बीजेपी
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Madhya_pradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
Education
Rss

News in Bandhugaon

#ଶିକ୍ଷା_ମନ୍ତ୍ରୀଙ୍କ_ଇସ୍ତଫା_ଦାବିରେ_କୋରାପୁଟ_ଜିଲ୍ଲାପାଳଙ୍କ_କାର୍ଯ୍ୟାଳୟ_ଘେରିଲା_ବିଜେଡି

ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଏବଂ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ତ୍ରୁଟିମୁକ୍ତ ନୂତନ ପାଠ୍ୟବହି ଯୋଗାଇ ଦେବା ଦାବିରେ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି।

ବିକ୍ଷୋଭକାରୀମାନେ ସରକାରଙ୍କ ଶିକ୍ଷା ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ପାଠ୍ୟବହିରେ ଦେଖାଦେଇଥିବା ତ୍ରୁଟି ଓ ବଣ୍ଟନରେ ବିଳମ୍ବ ପ୍ରତି କଡ଼ା ସମାଲୋଚନା କରିଥିଲେ। ପରେ ଦଳର ପ୍ରତିନିଧିମାନେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।

#Koraput #BJD #Education #Textbook #Protest #OdishaNews

#ଶିକ୍ଷା_ମନ୍ତ୍ରୀଙ୍କ_ଇସ୍ତଫା_ଦାବିରେ_କୋରାପୁଟ_ଜିଲ୍ଲାପାଳଙ୍କ_କାର୍ଯ୍ୟାଳୟ_ଘେରିଲା_ବିଜେଡି ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଏବଂ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ତ୍ରୁଟିମୁକ୍ତ ନୂତନ ପାଠ୍ୟବହି ଯୋଗାଇ ଦେବା ଦାବିରେ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି। ବିକ୍ଷୋଭକାରୀମାନେ ସରକାରଙ୍କ ଶିକ୍ଷା ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ପାଠ୍ୟବହିରେ ଦେଖାଦେଇଥିବା ତ୍ରୁଟି ଓ ବଣ୍ଟନରେ ବିଳମ୍ବ ପ୍ରତି କଡ଼ା ସମାଲୋଚନା କରିଥିଲେ। ପରେ ଦଳର ପ୍ରତିନିଧିମାନେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। #Koraput #BJD #Education #Textbook #Protest #OdishaNews

Koraput Town, Koraput | Jul 18, 2026

ବୋରିଗୁମ୍ମା-ସରକାରୀ ବିଦ୍ୟାଳୟ ର ଶିକ୍ଷକଙ୍କ ନାରେ 
ଜଣେ ନବମ ଶ୍ରେଣୀ ଛାତ୍ରୀ ଆଣିଲେ ସଙ୍ଗୀନ ଅଭିଯୋଗ।ଶିକ୍ଷକ ଜଣକ ତାଙ୍କୁ  ଦୁଷ୍କର୍ମ  କରିବା ପାଇଁ ଉଦ୍ୟମ କରିଥିବା ନେଇ  ବୋରିଗୁମ୍ମା ଥାନା ରେ ଅଭିଯୋଗ କରିଛନ୍ତି। ଜୟନ୍ତୀଗିରି ଆଦର୍ଶ ବିଦ୍ୟାଳୟ ରୁ  ଆସିଛି ଏଭଳି ଦୃଶ୍ୟ।  ଉକ୍ତ ବିଦ୍ୟାଳୟର କମ୍ପୁଟର ଶିକ୍ଷକଙ୍କ ନା ରେ ବୋରିଗୁମ୍ମା ଥାନାରେ ଅଭଯୋଗ କରିଛନ୍ତି  ସମ୍ପୃକ୍ତ ଛାତ୍ରୀl ଅଭିଯୋଗ ପରେ ବୋରିଗୁମ୍ମା  SDPO ଏବଂ IIC ବିଦ୍ୟାଳୟ ରେ ପହଂଚି ଘଟଣା ର ତଦନ୍ତ ଆରମ୍ଭ କରିଥିବାର ଜଣା ପଡ଼ିଛି।

ବୋରିଗୁମ୍ମା-ସରକାରୀ ବିଦ୍ୟାଳୟ ର ଶିକ୍ଷକଙ୍କ ନାରେ ଜଣେ ନବମ ଶ୍ରେଣୀ ଛାତ୍ରୀ ଆଣିଲେ ସଙ୍ଗୀନ ଅଭିଯୋଗ।ଶିକ୍ଷକ ଜଣକ ତାଙ୍କୁ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିବା ନେଇ ବୋରିଗୁମ୍ମା ଥାନା ରେ ଅଭିଯୋଗ କରିଛନ୍ତି। ଜୟନ୍ତୀଗିରି ଆଦର୍ଶ ବିଦ୍ୟାଳୟ ରୁ ଆସିଛି ଏଭଳି ଦୃଶ୍ୟ। ଉକ୍ତ ବିଦ୍ୟାଳୟର କମ୍ପୁଟର ଶିକ୍ଷକଙ୍କ ନା ରେ ବୋରିଗୁମ୍ମା ଥାନାରେ ଅଭଯୋଗ କରିଛନ୍ତି ସମ୍ପୃକ୍ତ ଛାତ୍ରୀl ଅଭିଯୋଗ ପରେ ବୋରିଗୁମ୍ମା SDPO ଏବଂ IIC ବିଦ୍ୟାଳୟ ରେ ପହଂଚି ଘଟଣା ର ତଦନ୍ତ ଆରମ୍ଭ କରିଥିବାର ଜଣା ପଡ଼ିଛି।

Koraput Town, Koraput | Jul 18, 2026

ବୋରିଗୁମ୍ମା-କୁମୁଲି ରାସ୍ତା ନିକରରେ ବ୍ରିଜ ନିର୍ମାଣ ଧୀନ ରହିଛି। ଯାତାୟତ ପାଇଁ ଏକ ଅସ୍ଥାୟୀ  ଡାଇଭରସନ ରାସ୍ତା ନିର୍ମାଣ ହୋଇଥିବା ବେଳେ ବର୍ଷା ଦିନରେ ସେହି ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି।ଫଳରେ ଲୋକେ ଏବଂ ସ୍କୁଲ ଛତ୍ର ଛାତ୍ରୀ ବହୁ କଷ୍ଟ ରେ ଯାତାୟତ କରୁଛନ୍ତି।

ବୋରିଗୁମ୍ମା-କୁମୁଲି ରାସ୍ତା ନିକରରେ ବ୍ରିଜ ନିର୍ମାଣ ଧୀନ ରହିଛି। ଯାତାୟତ ପାଇଁ ଏକ ଅସ୍ଥାୟୀ ଡାଇଭରସନ ରାସ୍ତା ନିର୍ମାଣ ହୋଇଥିବା ବେଳେ ବର୍ଷା ଦିନରେ ସେହି ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି।ଫଳରେ ଲୋକେ ଏବଂ ସ୍କୁଲ ଛତ୍ର ଛାତ୍ରୀ ବହୁ କଷ୍ଟ ରେ ଯାତାୟତ କରୁଛନ୍ତି।

Koraput Town, Koraput | Jul 18, 2026

ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡି। ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ଯୋଗୁଁ କୋରାପୁଟରେ ଯୁବ ଓ ଛାତ୍ର ବିଜେଡିର ଅଭିନବ ଢ଼ଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରି ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା ବାଣ୍ଟିଲେ ଝାଲ ମୁଡି, ପୂର୍ବତନ ବିଧାୟକ କୋରାପୁଟ ରଘୁରାମ ପଢାଲ ବାବୁ କହିଲେ ମାଲ୍ ପାଇଁ ଗୁଜରାଟରେ ବହି ଛପା ଯାଇଛି,

ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡି। ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ଯୋଗୁଁ କୋରାପୁଟରେ ଯୁବ ଓ ଛାତ୍ର ବିଜେଡିର ଅଭିନବ ଢ଼ଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରି ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା ବାଣ୍ଟିଲେ ଝାଲ ମୁଡି, ପୂର୍ବତନ ବିଧାୟକ କୋରାପୁଟ ରଘୁରାମ ପଢାଲ ବାବୁ କହିଲେ ମାଲ୍ ପାଇଁ ଗୁଜରାଟରେ ବହି ଛପା ଯାଇଛି,

Jeypore, Koraput | Jul 18, 2026

#ପିଲ_ମାନଙ୍କ_ଇଂରାଜୀ_ପାଠ୍ୟବହିରେ_ରଜ ଦୋଳି, "ନିମ୍ବୁଡା ନିମ୍ବୁଡା" ଗୀତ, ଝାଲମୁଡ଼ି ଓ ଶୁଖୁଆ ତରକାରୀ ଭଳି ବିଷୟ ସାମିଲ କରାଯାଇଥିବାକୁ ବିଜେଡି ନେତୃତ୍ୱ କଡ଼ା ସମାଲୋଚନା।

#ପିଲ_ମାନଙ୍କ_ଇଂରାଜୀ_ପାଠ୍ୟବହିରେ_ରଜ ଦୋଳି, "ନିମ୍ବୁଡା ନିମ୍ବୁଡା" ଗୀତ, ଝାଲମୁଡ଼ି ଓ ଶୁଖୁଆ ତରକାରୀ ଭଳି ବିଷୟ ସାମିଲ କରାଯାଇଥିବାକୁ ବିଜେଡି ନେତୃତ୍ୱ କଡ଼ା ସମାଲୋଚନା।

Koraput Town, Koraput | Jul 18, 2026

#ପାଠ୍ୟବହିରେ_ଭୁଲକୁ_ନେଇ_ଶିକ୍ଷା_ମନ୍ତ୍ରୀ_ଓ_ରାଜ୍ୟ_ସରକାରଙ୍କୁ_ଘେରିଲେ_ସସ୍ମିତା_ମେଲକା

ରାଜ୍ୟର ପାଠ୍ୟବହିରେ ଥିବା ବିଭିନ୍ନ ତ୍ରୁଟିକୁ ନେଇ ବିଜେଡି ନେତ୍ରୀ ସସ୍ମିତା ମେଲକା ରାଜ୍ୟ ସରକାର ଓ ଶିକ୍ଷା ମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ସେ କହିଛନ୍ତି ଯେ, ପାଠ୍ୟବହିରେ ବାରମ୍ବାର ତ୍ରୁଟି ଦେଖାଯିବା ଶିକ୍ଷା ବ୍ୟବସ୍ଥାର ଅବହେଳାକୁ ସୂଚାଉଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ତୁରନ୍ତ ତ୍ରୁଟି ସୁଧାର, ଦାୟୀଙ୍କ ବିରୋଧରେ ପଦକ୍ଷେପ ଏବଂ ଗୁଣାତ୍ମକ ପାଠ୍ୟବହି ଯୋଗାଇବାକୁ ସେ ଦାବି କରିଛନ୍ତି।

📖 ଶିକ୍ଷାରେ ତ୍ରୁଟି ନୁହେଁ, ଦରକାର ଗୁଣବତ୍ତା।

#Odisha #Education #Textbook #BJD #SasmitaMelka #OdiaNews

#ପାଠ୍ୟବହିରେ_ଭୁଲକୁ_ନେଇ_ଶିକ୍ଷା_ମନ୍ତ୍ରୀ_ଓ_ରାଜ୍ୟ_ସରକାରଙ୍କୁ_ଘେରିଲେ_ସସ୍ମିତା_ମେଲକା ରାଜ୍ୟର ପାଠ୍ୟବହିରେ ଥିବା ବିଭିନ୍ନ ତ୍ରୁଟିକୁ ନେଇ ବିଜେଡି ନେତ୍ରୀ ସସ୍ମିତା ମେଲକା ରାଜ୍ୟ ସରକାର ଓ ଶିକ୍ଷା ମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ପାଠ୍ୟବହିରେ ବାରମ୍ବାର ତ୍ରୁଟି ଦେଖାଯିବା ଶିକ୍ଷା ବ୍ୟବସ୍ଥାର ଅବହେଳାକୁ ସୂଚାଉଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ତୁରନ୍ତ ତ୍ରୁଟି ସୁଧାର, ଦାୟୀଙ୍କ ବିରୋଧରେ ପଦକ୍ଷେପ ଏବଂ ଗୁଣାତ୍ମକ ପାଠ୍ୟବହି ଯୋଗାଇବାକୁ ସେ ଦାବି କରିଛନ୍ତି। 📖 ଶିକ୍ଷାରେ ତ୍ରୁଟି ନୁହେଁ, ଦରକାର ଗୁଣବତ୍ତା। #Odisha #Education #Textbook #BJD #SasmitaMelka #OdiaNews

Koraput Town, Koraput | Jul 18, 2026