Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

News in Koraput Town

ଜୟପୁର: ପୁଣି ବାରିଣୀପୁଟ ଛକରେ NH 26 ଅବରୋଧ। ରାସ୍ତାରେ ଶବ ରଖି ଧାରଣା ଦେଲେ ମୃତ ଛାତ୍ରଙ୍କ ସମ୍ପର୍କୀୟ। ଗତ କାଲି ମଧ୍ଯ ଅବରୋଧ କରିଥିଲେ #jeypore #koraput

ଜୟପୁର: ପୁଣି ବାରିଣୀପୁଟ ଛକରେ NH 26 ଅବରୋଧ। ରାସ୍ତାରେ ଶବ ରଖି ଧାରଣା ଦେଲେ ମୃତ ଛାତ୍ରଙ୍କ ସମ୍ପର୍କୀୟ। ଗତ କାଲି ମଧ୍ଯ ଅବରୋଧ କରିଥିଲେ #jeypore #koraput

Koraput Town, Koraput | Aug 1, 2026

ଧାନ ବିଲରେ ଗୁଞ୍ଜୁଛି ଆଦିବାସୀ ଗୀତ, ପରମ୍ପରାକୁ ଜୀବନ୍ତ ରଖୁଛନ୍ତି କୋରାପୁଟର ମହିଳା 

କୋରାପୁଟର ବିଭିନ୍ନ ଅଞ୍ଚଳରେ ବର୍ଷା ଋତୁ ସହ ଆରମ୍ଭ ହୋଇଛି ଧାନରୁଆ କାମ। ଧାନ ବିଲରେ ଏକାଠି ହୋଇ ମହିଳାମାନେ ପାରମ୍ପରିକ ଆଦିବାସୀ ଗୀତ ଗାଇ ଧାନରୁଆ କରୁଛନ୍ତି। ଏହି ସୁର କେବଳ କାମକୁ ସହଜ କରୁନାହିଁ, ବରଂ ପିଢ଼ି ପିଢ଼ି ଧରି ଚାଲିଆସୁଥିବା ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ଜୀବନ୍ତ ରଖିଛି।
ପ୍ରକୃତି, ପରିଶ୍ରମ ଓ ଲୋକସଂସ୍କୃତିର ଏହି ଅନନ୍ୟ ସମନ୍ୱୟ କୋରାପୁଟର ପରିଚୟକୁ ଆହୁରି ସମୃଦ୍ଧ କରୁଛି।

ଆପଣଙ୍କ ଅଞ୍ଚଳରେ ମଧ୍ୟ ଏଭଳି ପାରମ୍ପରିକ ଧାନରୁଆ ଗୀତ ଶୁଣିବାକୁ ମିଳେ କି? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। 

#Koraput #ଧାନରୁଆ #ଆଦିବାସୀ_ଗୀତ #ପରମ୍ପରା #କୃଷି #OdiaCulture #VoiceOfKoraput

ଧାନ ବିଲରେ ଗୁଞ୍ଜୁଛି ଆଦିବାସୀ ଗୀତ, ପରମ୍ପରାକୁ ଜୀବନ୍ତ ରଖୁଛନ୍ତି କୋରାପୁଟର ମହିଳା କୋରାପୁଟର ବିଭିନ୍ନ ଅଞ୍ଚଳରେ ବର୍ଷା ଋତୁ ସହ ଆରମ୍ଭ ହୋଇଛି ଧାନରୁଆ କାମ। ଧାନ ବିଲରେ ଏକାଠି ହୋଇ ମହିଳାମାନେ ପାରମ୍ପରିକ ଆଦିବାସୀ ଗୀତ ଗାଇ ଧାନରୁଆ କରୁଛନ୍ତି। ଏହି ସୁର କେବଳ କାମକୁ ସହଜ କରୁନାହିଁ, ବରଂ ପିଢ଼ି ପିଢ଼ି ଧରି ଚାଲିଆସୁଥିବା ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ଜୀବନ୍ତ ରଖିଛି। ପ୍ରକୃତି, ପରିଶ୍ରମ ଓ ଲୋକସଂସ୍କୃତିର ଏହି ଅନନ୍ୟ ସମନ୍ୱୟ କୋରାପୁଟର ପରିଚୟକୁ ଆହୁରି ସମୃଦ୍ଧ କରୁଛି। ଆପଣଙ୍କ ଅଞ୍ଚଳରେ ମଧ୍ୟ ଏଭଳି ପାରମ୍ପରିକ ଧାନରୁଆ ଗୀତ ଶୁଣିବାକୁ ମିଳେ କି? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। #Koraput #ଧାନରୁଆ #ଆଦିବାସୀ_ଗୀତ #ପରମ୍ପରା #କୃଷି #OdiaCulture #VoiceOfKoraput

Koraput Town, Koraput | Aug 1, 2026

ଜୟପୁର: ଆଦିବାସୀ ବେଶଭୂଷା ସହିତ ଗ୍ଲାମର ଲୁକ୍। ଆଞ୍ଚଳିକ ପରମ୍ପରାକୁ ଆଧୁନିକ ସଭ୍ୟତାରେ ପ୍ରତିଷ୍ଠିତ କରାଇବା ପାଇଁ ଯୁବ ଗୋଷ୍ଠୀଙ୍କ ପ୍ରୟାସ SUPER GLAM SEASON 2

ଜୟପୁର: ଆଦିବାସୀ ବେଶଭୂଷା ସହିତ ଗ୍ଲାମର ଲୁକ୍। ଆଞ୍ଚଳିକ ପରମ୍ପରାକୁ ଆଧୁନିକ ସଭ୍ୟତାରେ ପ୍ରତିଷ୍ଠିତ କରାଇବା ପାଇଁ ଯୁବ ଗୋଷ୍ଠୀଙ୍କ ପ୍ରୟାସ SUPER GLAM SEASON 2

Koraput Town, Koraput | Aug 1, 2026

ଜୟପୁରରେ ଚାଞ୍ଚଲ୍ୟକର ଘଟଣା

ଜୟପୁର ବାରିଣିପୁଟ ପ୍ରକଳ୍ପ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ମହେଶ ବାଘଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି।
ଏହି ଘଟଣା ପରେ ଜୟପୁର ମେଡିକାଲ ପରିସରରେ କାନ୍ଦବୋବାଳି ଓ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖାଦେଇଛି। ଘଟଣାର କାରଣ ଜାଣିବା ପାଇଁ ପୋଲିସ ତନାଘନା ଜାରି ରଖିଛି ଏବଂ ମାମଲାର ତଦନ୍ତ ଚାଲିଛି।

ଏହି ଦୁଃଖଦ ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।

🕊️ ମୃତ ଛାତ୍ରଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରୁଛୁ।

#Jeypore #Koraput #BreakingNews #Odisha #OpenLensNews

ଜୟପୁରରେ ଚାଞ୍ଚଲ୍ୟକର ଘଟଣା ଜୟପୁର ବାରିଣିପୁଟ ପ୍ରକଳ୍ପ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ମହେଶ ବାଘଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣା ପରେ ଜୟପୁର ମେଡିକାଲ ପରିସରରେ କାନ୍ଦବୋବାଳି ଓ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖାଦେଇଛି। ଘଟଣାର କାରଣ ଜାଣିବା ପାଇଁ ପୋଲିସ ତନାଘନା ଜାରି ରଖିଛି ଏବଂ ମାମଲାର ତଦନ୍ତ ଚାଲିଛି। ଏହି ଦୁଃଖଦ ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। 🕊️ ମୃତ ଛାତ୍ରଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରୁଛୁ। #Jeypore #Koraput #BreakingNews #Odisha #OpenLensNews

Koraput Town, Koraput | Jul 31, 2026

ଜୟପୁରରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ

ଜୟପୁର ବାରିଣିପୁଟ ପ୍ରକଳ୍ପ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ମହେଶ ବାଘଙ୍କ ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇଛି।
ଘଟଣା ପରେ ମେଡିକାଲ ପରିସରରେ ପରିବାର ସଦସ୍ୟଙ୍କ କାନ୍ଦବୋବାଳିରେ ପରିବେଶ ଭାବବିହ୍ୱଳ ହୋଇପଡ଼ିଥିଲା। ଏହି ଘଟଣାକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି, ଏବଂ ଘଟଣାର ସଠିକ୍ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବାକୁ ଦାବି କରାଯାଇଛି।
ଏପଟେ ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ତନାଘନା ଜାରି ରଖିଛି। ତଦନ୍ତ ଶେଷ ହେବା ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ।

🕊️ ମୃତ ଛାତ୍ରଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରୁଛୁ।

#Jeypore #Koraput #BreakingNews #Odisha #OpenLensNews

ଜୟପୁରରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଜୟପୁର ବାରିଣିପୁଟ ପ୍ରକଳ୍ପ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ମହେଶ ବାଘଙ୍କ ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇଛି। ଘଟଣା ପରେ ମେଡିକାଲ ପରିସରରେ ପରିବାର ସଦସ୍ୟଙ୍କ କାନ୍ଦବୋବାଳିରେ ପରିବେଶ ଭାବବିହ୍ୱଳ ହୋଇପଡ଼ିଥିଲା। ଏହି ଘଟଣାକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି, ଏବଂ ଘଟଣାର ସଠିକ୍ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବାକୁ ଦାବି କରାଯାଇଛି। ଏପଟେ ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ତନାଘନା ଜାରି ରଖିଛି। ତଦନ୍ତ ଶେଷ ହେବା ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ। 🕊️ ମୃତ ଛାତ୍ରଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରୁଛୁ। #Jeypore #Koraput #BreakingNews #Odisha #OpenLensNews

Koraput Town, Koraput | Jul 31, 2026

#କୋରାପୁଟ_ପାଇଁ_ଲଜ୍ୟା_ଗୋଟେ_ଛାତ_ତଳେ_ମଣିଷ_କୁକୁର_ଓ_ଗୋରୁ 
#koraput 
#koraputbusstand
#koraputtourism

#କୋରାପୁଟ_ପାଇଁ_ଲଜ୍ୟା_ଗୋଟେ_ଛାତ_ତଳେ_ମଣିଷ_କୁକୁର_ଓ_ଗୋରୁ #koraput #koraputbusstand #koraputtourism

Koraput Town, Koraput | Jul 31, 2026