Public App Logo
Jansamasya
News
पुलिस
Bjp
National
Bihar
India
कांग्रेस
बीजेपी
Gujarat
भाजपा
Accident
Congress
Modi
Delhi
Viral
Jharkhand
Up
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana
Cricket
Uttarakhand

News in Kakiriguma

କୋରାପୁଟ: ମିଥ୍ୟା ଗଞ୍ଜେଇ ମାମଲା ଓ ଥାର୍ଡ ଡିଗ୍ରୀ ଅଭିଯୋଗକୁ ନେଇ ମାଛକୁଣ୍ଡ ଥାନାରେ ତାଲା ପକାଇ ସେମିଲିପଦର ଗ୍ରାମବାସୀଙ୍କ ପ୍ରତିବାଦ

କୋରାପୁଟ: ମିଥ୍ୟା ଗଞ୍ଜେଇ ମାମଲା ଓ ଥାର୍ଡ ଡିଗ୍ରୀ ଅଭିଯୋଗକୁ ନେଇ ମାଛକୁଣ୍ଡ ଥାନାରେ ତାଲା ପକାଇ ସେମିଲିପଦର ଗ୍ରାମବାସୀଙ୍କ ପ୍ରତିବାଦ

Koraput, Koraput | Aug 12, 2026

କୋରାପୁଟରେ ନିର୍ମାଣ ହେବ ଦେଢ଼ କୋଟି ଟଙ୍କାର ଗୋଶାଳା
 ଗୋ ସୁରକ୍ଷା ପାଇଁ ବଡ଼ ପଦକ୍ଷେପ
କୋରାପୁଟରେ ପ୍ରାୟ ଦେଢ଼ କୋଟି ଟଙ୍କା ବ୍ୟୟରେ ଗୋଶାଳା ନିର୍ମାଣ କରାଯିବ ବୋଲି ସୂଚନା ଦେଇଛନ୍ତି ସ୍ଥାନୀୟ ବିଧାୟକ ରଘୁରାମ ମାଛ।
ଗୋରୁଙ୍କ ସୁରକ୍ଷା, ରକ୍ଷଣାବେକ୍ଷଣ ଓ ଅସହାୟ ଗୋରୁଙ୍କୁ ଆଶ୍ରୟ ଦେବା ଦିଗରେ ଏହି ଗୋଶାଳା ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। 

📍 କୋରାପୁଟ

#Koraput #KoraputNews #ଗୋଶାଳା #ଗୋସୁରକ୍ଷା #RaghuramMachha #KoraputMLA #OdishaNews #LocalNews #BreakingNews

କୋରାପୁଟରେ ନିର୍ମାଣ ହେବ ଦେଢ଼ କୋଟି ଟଙ୍କାର ଗୋଶାଳା ଗୋ ସୁରକ୍ଷା ପାଇଁ ବଡ଼ ପଦକ୍ଷେପ କୋରାପୁଟରେ ପ୍ରାୟ ଦେଢ଼ କୋଟି ଟଙ୍କା ବ୍ୟୟରେ ଗୋଶାଳା ନିର୍ମାଣ କରାଯିବ ବୋଲି ସୂଚନା ଦେଇଛନ୍ତି ସ୍ଥାନୀୟ ବିଧାୟକ ରଘୁରାମ ମାଛ। ଗୋରୁଙ୍କ ସୁରକ୍ଷା, ରକ୍ଷଣାବେକ୍ଷଣ ଓ ଅସହାୟ ଗୋରୁଙ୍କୁ ଆଶ୍ରୟ ଦେବା ଦିଗରେ ଏହି ଗୋଶାଳା ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। 📍 କୋରାପୁଟ #Koraput #KoraputNews #ଗୋଶାଳା #ଗୋସୁରକ୍ଷା #RaghuramMachha #KoraputMLA #OdishaNews #LocalNews #BreakingNews

Koraput Town, Koraput | Aug 11, 2026

ପୋଲିସ ଡ୍ରେସରେ ଆଇନଶୃଙ୍ଖଳା ଡ୍ୟୁଟି... ଆଉ ସେହି ଡ୍ରେସରେ ବୋଲବମ୍ ମହିଳାଙ୍କ ସେବା

ଡ୍ୟୁଟି ସହ ମାନବିକତାର ନିଆରା ଉଦାହରଣ ଦେଲେ ଜୟପୁର ଏସଡିପିଓ ଅର୍ଚ୍ଚିତା ମିତ୍ତଲ। ବୋଲବମ୍ ଯାତ୍ରାକୁ ନେଇ ରାସ୍ତାରେ ଥିଲା ଭିଡ଼। ଆଇନଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଡ୍ରେସରେ ଡ୍ୟୁଟି କରୁଥିବା ବେଳେ ବୋଲବମ୍ ଯାତ୍ରାରେ ସାମିଲ ମହିଳାଙ୍କ ସେବାରେ ଲାଗିପଡ଼ିଲେ ଜୟପୁର ଏସଡିପିଓ ଅର୍ଚ୍ଚିତା ମିତ୍ତଲ।

କର୍ତ୍ତବ୍ୟ ସହ ସେବା ଓ ସମ୍ବେଦନଶୀଳତା—ଏହି ଚିତ୍ର ଜିତିଲା ସମସ୍ତଙ୍କ ମନ। 

📍 ଜୟପୁର | କୋରାପୁଟ

#Jaypur #Jeypore #SDPO #ArchitaMittal #BolBom #BolBomYatra #Police #Humanity #Koraput #KoraputNews #OdishaNews #BreakingNews #LocalNews

ପୋଲିସ ଡ୍ରେସରେ ଆଇନଶୃଙ୍ଖଳା ଡ୍ୟୁଟି... ଆଉ ସେହି ଡ୍ରେସରେ ବୋଲବମ୍ ମହିଳାଙ୍କ ସେବା ଡ୍ୟୁଟି ସହ ମାନବିକତାର ନିଆରା ଉଦାହରଣ ଦେଲେ ଜୟପୁର ଏସଡିପିଓ ଅର୍ଚ୍ଚିତା ମିତ୍ତଲ। ବୋଲବମ୍ ଯାତ୍ରାକୁ ନେଇ ରାସ୍ତାରେ ଥିଲା ଭିଡ଼। ଆଇନଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଡ୍ରେସରେ ଡ୍ୟୁଟି କରୁଥିବା ବେଳେ ବୋଲବମ୍ ଯାତ୍ରାରେ ସାମିଲ ମହିଳାଙ୍କ ସେବାରେ ଲାଗିପଡ଼ିଲେ ଜୟପୁର ଏସଡିପିଓ ଅର୍ଚ୍ଚିତା ମିତ୍ତଲ। କର୍ତ୍ତବ୍ୟ ସହ ସେବା ଓ ସମ୍ବେଦନଶୀଳତା—ଏହି ଚିତ୍ର ଜିତିଲା ସମସ୍ତଙ୍କ ମନ। 📍 ଜୟପୁର | କୋରାପୁଟ #Jaypur #Jeypore #SDPO #ArchitaMittal #BolBom #BolBomYatra #Police #Humanity #Koraput #KoraputNews #OdishaNews #BreakingNews #LocalNews

Koraput Town, Koraput | Aug 11, 2026