Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

News in Damonjodi

#ନଦୀରୁ_ନିଖୋଜ_ବ୍ୟକ୍ତିଙ୍କ_ଗଳିତଶବ_ଉଦ୍ଧାର 
କୋଟପାଡ଼ ସୀମାନ୍ତ ଚିର୍ମା ଗ୍ରାମର ଇନ୍ଦ୍ରାବତି ନଦୀରୁ ଗଳିତ ଶବ ଉଦ୍ଧାର,ମୃତକ ହେଉଛନ୍ତି ସେହି ଗ୍ରାମର ଲକିନାଥ ଗୌଡ଼ #kotpad #Missingperson #deathbodyrescue #kotpadbreakingnews

#ନଦୀରୁ_ନିଖୋଜ_ବ୍ୟକ୍ତିଙ୍କ_ଗଳିତଶବ_ଉଦ୍ଧାର କୋଟପାଡ଼ ସୀମାନ୍ତ ଚିର୍ମା ଗ୍ରାମର ଇନ୍ଦ୍ରାବତି ନଦୀରୁ ଗଳିତ ଶବ ଉଦ୍ଧାର,ମୃତକ ହେଉଛନ୍ତି ସେହି ଗ୍ରାମର ଲକିନାଥ ଗୌଡ଼ #kotpad #Missingperson #deathbodyrescue #kotpadbreakingnews

Koraput Town, Koraput | Jul 12, 2026

କୋରାପୁଟ: କୋରାପୁଟ ଟାଉନ୍ ଥାନା ଅଞ୍ଚଳରୁ ବାଇକ୍ ଚୋରି। ସିସିଟିଭି ରେ କଏଦ ହେଲା ଦୃଶ୍ୟ। ପ୍ରତିକ୍ରିୟା ରଖିଲେ ବାଇକ୍ ମାଲିକ

କୋରାପୁଟ: କୋରାପୁଟ ଟାଉନ୍ ଥାନା ଅଞ୍ଚଳରୁ ବାଇକ୍ ଚୋରି। ସିସିଟିଭି ରେ କଏଦ ହେଲା ଦୃଶ୍ୟ। ପ୍ରତିକ୍ରିୟା ରଖିଲେ ବାଇକ୍ ମାଲିକ

Koraput, Koraput | Jul 12, 2026

ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ରଥଯାତ୍ରା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି

ଶାବର ଶ୍ରୀକ୍ଷେତ୍ର କୋରାପୁଟର ପବିତ୍ର ବାହୁଡ଼ା ଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବଡ଼ଦାଣ୍ଡରେ ତିନିଟି ରଥକୁ ଶେଷ ସ୍ପର୍ଶ ଦିଆଯାଉଛି। ରଥ ସାଜସଜ୍ଜା, ସୁରକ୍ଷା ବ୍ୟବସ୍ଥା, ଭକ୍ତଙ୍କ ସୁବିଧା ଓ ଅନ୍ୟାନ୍ୟ ଆବଶ୍ୟକ ପ୍ରସ୍ତୁତିକୁ ନେଇ ସମ୍ପୃକ୍ତ ବିଭାଗଗୁଡ଼ିକ ଚୂଡ଼ାନ୍ତ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି।

ଚଳିତ ବର୍ଷ ରଥଯାତ୍ରା ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳାର ସହିତ ସମାପନ କରିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଏହି ପବିତ୍ର ଯାତ୍ରାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଓ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳୁଛି।

#Openlensnews #VoiceOfKoraput #Koraput #RathYatra #SabaraSrikhetra

ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ରଥଯାତ୍ରା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ଶାବର ଶ୍ରୀକ୍ଷେତ୍ର କୋରାପୁଟର ପବିତ୍ର ବାହୁଡ଼ା ଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବଡ଼ଦାଣ୍ଡରେ ତିନିଟି ରଥକୁ ଶେଷ ସ୍ପର୍ଶ ଦିଆଯାଉଛି। ରଥ ସାଜସଜ୍ଜା, ସୁରକ୍ଷା ବ୍ୟବସ୍ଥା, ଭକ୍ତଙ୍କ ସୁବିଧା ଓ ଅନ୍ୟାନ୍ୟ ଆବଶ୍ୟକ ପ୍ରସ୍ତୁତିକୁ ନେଇ ସମ୍ପୃକ୍ତ ବିଭାଗଗୁଡ଼ିକ ଚୂଡ଼ାନ୍ତ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି। ଚଳିତ ବର୍ଷ ରଥଯାତ୍ରା ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳାର ସହିତ ସମାପନ କରିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଏହି ପବିତ୍ର ଯାତ୍ରାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଓ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳୁଛି। #Openlensnews #VoiceOfKoraput #Koraput #RathYatra #SabaraSrikhetra

Koraput Town, Koraput | Jul 12, 2026

#ନଦୀରୁ_ନିଖୋଜ_ବ୍ୟକ୍ତିଙ୍କ_ଗଳିତଶବ_ଉଦ୍ଧାର 
କୋଟପାଡ଼ ସୀମାନ୍ତ ଚିର୍ମା ଗ୍ରାମର ଇନ୍ଦ୍ରାବତି ନଦୀରୁ ଗଳିତ ଶବ ଉଦ୍ଧାର,ମୃତକ ହେଉଛନ୍ତି ସେହି ଗ୍ରାମର ଲକିନାଥ ଗୌଡ଼ #kotpad #Missingperson #deathbodyrescue #kotpadbreakingnews

#ନଦୀରୁ_ନିଖୋଜ_ବ୍ୟକ୍ତିଙ୍କ_ଗଳିତଶବ_ଉଦ୍ଧାର କୋଟପାଡ଼ ସୀମାନ୍ତ ଚିର୍ମା ଗ୍ରାମର ଇନ୍ଦ୍ରାବତି ନଦୀରୁ ଗଳିତ ଶବ ଉଦ୍ଧାର,ମୃତକ ହେଉଛନ୍ତି ସେହି ଗ୍ରାମର ଲକିନାଥ ଗୌଡ଼ #kotpad #Missingperson #deathbodyrescue #kotpadbreakingnews

Koraput Town, Koraput | Jul 12, 2026

🛍️ କୋରାପୁଟ ସାପ୍ତାହିକ ହାଟରେ ନିଆରା ପରମ୍ପରା, ଭାଗ ରେ ଚାଲିଛି ବ୍ୟବସାୟ 🌿

କୋରାପୁଟର ସାପ୍ତାହିକ ହାଟ କେବଳ କିଣାବିକାର ସ୍ଥାନ ନୁହେଁ, ଏହା ଆଦିବାସୀ ପରମ୍ପରା, ସଂସ୍କୃତି ଓ ଗ୍ରାମୀଣ ଜୀବନଶୈଳୀର ଏକ ଜୀବନ୍ତ ପ୍ରତିଛବି। ଏଠାରେ ଦୋକାନ ନୁହେଁ, ମାଟି ଉପରେ ଭାଗ (ପାରମ୍ପରିକ ସ୍ଥାନ) କରି ବିକ୍ରି ହେଉଛି ପନିପରିବା, ଜଙ୍ଗଲଜାତ ଦ୍ରବ୍ୟ, ଶସ୍ୟ, ହସ୍ତଶିଳ୍ପ ସାମଗ୍ରୀ ଓ ଘରୋଇ ଉତ୍ପାଦ।

ଆଜି ବି ଏହି ପରମ୍ପରା ଅବିକଳ ରହିଛି। ଦୂରଦୂରାନ୍ତରୁ ଆସୁଥିବା ଚାଷୀ ଓ ବ୍ୟବସାୟୀମାନେ ନିଜ ଉତ୍ପାଦକୁ ଠା'ରେ ସଜାଇ ବିକ୍ରି କରୁଛନ୍ତି। ଏହି ହାଟ କୋରାପୁଟର ସାମାଜିକ ଓ ଆର୍ଥିକ ଜୀବନର ଏକ ଅବିଚ୍ଛିନ୍ନ ଅଂଶ।

📍 କୋରାପୁଟ ସାପ୍ତାହିକ ହାଟ – ପରମ୍ପରା, ସଂସ୍କୃତି ଓ ଜୀବିକାର ଅନନ୍ୟ ସଙ୍ଗମ।

#Koraput #WeeklyHaat #TribalCulture #OdiaNews #KoraputNews #TraditionalMarket

🛍️ କୋରାପୁଟ ସାପ୍ତାହିକ ହାଟରେ ନିଆରା ପରମ୍ପରା, ଭାଗ ରେ ଚାଲିଛି ବ୍ୟବସାୟ 🌿 କୋରାପୁଟର ସାପ୍ତାହିକ ହାଟ କେବଳ କିଣାବିକାର ସ୍ଥାନ ନୁହେଁ, ଏହା ଆଦିବାସୀ ପରମ୍ପରା, ସଂସ୍କୃତି ଓ ଗ୍ରାମୀଣ ଜୀବନଶୈଳୀର ଏକ ଜୀବନ୍ତ ପ୍ରତିଛବି। ଏଠାରେ ଦୋକାନ ନୁହେଁ, ମାଟି ଉପରେ ଭାଗ (ପାରମ୍ପରିକ ସ୍ଥାନ) କରି ବିକ୍ରି ହେଉଛି ପନିପରିବା, ଜଙ୍ଗଲଜାତ ଦ୍ରବ୍ୟ, ଶସ୍ୟ, ହସ୍ତଶିଳ୍ପ ସାମଗ୍ରୀ ଓ ଘରୋଇ ଉତ୍ପାଦ। ଆଜି ବି ଏହି ପରମ୍ପରା ଅବିକଳ ରହିଛି। ଦୂରଦୂରାନ୍ତରୁ ଆସୁଥିବା ଚାଷୀ ଓ ବ୍ୟବସାୟୀମାନେ ନିଜ ଉତ୍ପାଦକୁ ଠା'ରେ ସଜାଇ ବିକ୍ରି କରୁଛନ୍ତି। ଏହି ହାଟ କୋରାପୁଟର ସାମାଜିକ ଓ ଆର୍ଥିକ ଜୀବନର ଏକ ଅବିଚ୍ଛିନ୍ନ ଅଂଶ। 📍 କୋରାପୁଟ ସାପ୍ତାହିକ ହାଟ – ପରମ୍ପରା, ସଂସ୍କୃତି ଓ ଜୀବିକାର ଅନନ୍ୟ ସଙ୍ଗମ। #Koraput #WeeklyHaat #TribalCulture #OdiaNews #KoraputNews #TraditionalMarket

Koraput Town, Koraput | Jul 12, 2026

🚩 କୋରାପୁଟ ଶାଵର ଶ୍ରୀକ୍ଷେତ୍ରରେ ଗଡ଼ିବ ୩ ରଥ 🚩

ଭକ୍ତି, ପରମ୍ପରା ଓ ଉତ୍ସାହର ମହାମିଳନ ପାଇଁ ସବୁକିଛି ପ୍ରସ୍ତୁତ। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପବିତ୍ର ରଥଯାତ୍ରା ପାଇଁ ୩ଟି ରଥ ପ୍ରସ୍ତୁତ, ସେହିପରି ରଥ ଟାଣିବା ପଥ ମଧ୍ୟ ସଜ୍ଜ।

ଏବେ କେବଳ ଅପେକ୍ଷା ମହାପ୍ରଭୁଙ୍କ ପବିତ୍ର ପହଣ୍ଡି ଓ ରଥାରୋହଣର। ଶାଵର ଶ୍ରୀକ୍ଷେତ୍ରରେ ରଥଯାତ୍ରାର ଦିବ୍ୟ ମାହୋଲକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଚରମରେ।

ଜୟ ଜଗନ୍ନାଥ! 🙏

#ରଥଯାତ୍ରା #ଜୟଜଗନ୍ନାଥ #ଶାଵରଶ୍ରୀକ୍ଷେତ୍ର #କୋରାପୁଟ #RathaYatra #Koraput

🚩 କୋରାପୁଟ ଶାଵର ଶ୍ରୀକ୍ଷେତ୍ରରେ ଗଡ଼ିବ ୩ ରଥ 🚩 ଭକ୍ତି, ପରମ୍ପରା ଓ ଉତ୍ସାହର ମହାମିଳନ ପାଇଁ ସବୁକିଛି ପ୍ରସ୍ତୁତ। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପବିତ୍ର ରଥଯାତ୍ରା ପାଇଁ ୩ଟି ରଥ ପ୍ରସ୍ତୁତ, ସେହିପରି ରଥ ଟାଣିବା ପଥ ମଧ୍ୟ ସଜ୍ଜ। ଏବେ କେବଳ ଅପେକ୍ଷା ମହାପ୍ରଭୁଙ୍କ ପବିତ୍ର ପହଣ୍ଡି ଓ ରଥାରୋହଣର। ଶାଵର ଶ୍ରୀକ୍ଷେତ୍ରରେ ରଥଯାତ୍ରାର ଦିବ୍ୟ ମାହୋଲକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଚରମରେ। ଜୟ ଜଗନ୍ନାଥ! 🙏 #ରଥଯାତ୍ରା #ଜୟଜଗନ୍ନାଥ #ଶାଵରଶ୍ରୀକ୍ଷେତ୍ର #କୋରାପୁଟ #RathaYatra #Koraput

Koraput Town, Koraput | Jul 12, 2026