Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

News in Machh Kund

କୋରାପୁଟ: କୋରାପୁଟ ସଦର ବ୍ଲକ ଅନ୍ତର୍ଗତ ମସ୍ତିପୁଟ ପଞ୍ଚାୟତ ଅଧୀନସ୍ଥ ବଙ୍ଗଳା ଗୁଡା ନିକଟ ଏକଟା ଗୁଡା ଗ୍ରାମକୁ ନାହିଁ ପକା ରାସ୍ତା ବର୍ଷା ଦିନେ ନାହିଁ

କୋରାପୁଟ: କୋରାପୁଟ ସଦର ବ୍ଲକ ଅନ୍ତର୍ଗତ ମସ୍ତିପୁଟ ପଞ୍ଚାୟତ ଅଧୀନସ୍ଥ ବଙ୍ଗଳା ଗୁଡା ନିକଟ ଏକଟା ଗୁଡା ଗ୍ରାମକୁ ନାହିଁ ପକା ରାସ୍ତା ବର୍ଷା ଦିନେ ନାହିଁ

Koraput, Koraput | Jul 13, 2026

କୋରାପୁଟର ଦେଶୀ କୁକୁଡ଼ା – SO TASTY! 

କୋରାପୁଟର ହାଟରେ ମିଳୁଥିବା ଦେଶୀ କୁକୁଡ଼ାର ସ୍ୱାଦ ସବୁବେଳେ ନିଆରା। ପ୍ରାକୃତିକ ପରିବେଶରେ ବଢ଼ିଥିବା ଏହି କୁକୁଡ଼ାର ମାଂସର ସ୍ୱାଦ ଓ ସୁଗନ୍ଧ ଅଲଗା ଅନୁଭବ ଦେଇଥାଏ। ତେଣୁ କୋରାପୁଟକୁ ଆସୁଥିବା ଅନେକ ଲୋକ ଏହାକୁ କିଣିବାକୁ ଭୁଲନ୍ତି ନାହିଁ।

👉 ଆପଣ କେବେ କୋରାପୁଟର ଦେଶୀ କୁକୁଡ଼ା ଖାଇଛନ୍ତି କି?
କେମିତି ଲାଗିଥିଲା? ନିଜ ଅନୁଭବ କମେଣ୍ଟରେ ଜଣାନ୍ତୁ। 👇

#Openlensnews #VoiceOfKoraput #Koraput #DesiChicken #KoraputFood #OdiaFood #LocalMarket #FoodLovers

କୋରାପୁଟର ଦେଶୀ କୁକୁଡ଼ା – SO TASTY! କୋରାପୁଟର ହାଟରେ ମିଳୁଥିବା ଦେଶୀ କୁକୁଡ଼ାର ସ୍ୱାଦ ସବୁବେଳେ ନିଆରା। ପ୍ରାକୃତିକ ପରିବେଶରେ ବଢ଼ିଥିବା ଏହି କୁକୁଡ଼ାର ମାଂସର ସ୍ୱାଦ ଓ ସୁଗନ୍ଧ ଅଲଗା ଅନୁଭବ ଦେଇଥାଏ। ତେଣୁ କୋରାପୁଟକୁ ଆସୁଥିବା ଅନେକ ଲୋକ ଏହାକୁ କିଣିବାକୁ ଭୁଲନ୍ତି ନାହିଁ। 👉 ଆପଣ କେବେ କୋରାପୁଟର ଦେଶୀ କୁକୁଡ଼ା ଖାଇଛନ୍ତି କି? କେମିତି ଲାଗିଥିଲା? ନିଜ ଅନୁଭବ କମେଣ୍ଟରେ ଜଣାନ୍ତୁ। 👇 #Openlensnews #VoiceOfKoraput #Koraput #DesiChicken #KoraputFood #OdiaFood #LocalMarket #FoodLovers

Koraput Town, Koraput | Jul 12, 2026

ଜୟପୁରରେ ଉପଲବ୍ଧ ହେଲା ହେୟାର ଟ୍ରାନ୍ସପ୍ଲାଣ୍ଟ ଚିକିତ୍ସା। କେଶ ସମସ୍ୟାର ସମାଧନ ପାଇଁ ଶାଖା ଖୋଲିଲା ROOTZ Hair Transplant Clinic

ଜୟପୁରରେ ଉପଲବ୍ଧ ହେଲା ହେୟାର ଟ୍ରାନ୍ସପ୍ଲାଣ୍ଟ ଚିକିତ୍ସା। କେଶ ସମସ୍ୟାର ସମାଧନ ପାଇଁ ଶାଖା ଖୋଲିଲା ROOTZ Hair Transplant Clinic

Koraput Town, Koraput | Jul 12, 2026

📢 କୋରାପୁଟ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ଉଠିଲା ସ୍ୱର

କୋରାପୁଟ ଜିଲ୍ଲାରେ ଶିଳ୍ପ, ଖଣି ଓ ବିଭିନ୍ନ ସଂସ୍ଥାରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିକୁ ନେଇ ସ୍ୱର ଜୋରଦାର ହୋଇଛି। ସ୍ଥାନୀୟ ଯୁବକ-ଯୁବତୀଙ୍କୁ ଚାକିରିରେ ପ୍ରାଥମିକତା ଦେବା, ବେରୋଜଗାରୀ ସମସ୍ୟାର ସମାଧାନ ଏବଂ ଜିଲ୍ଲାର ବିକାଶରେ ସ୍ଥାନୀୟଙ୍କ ଭାଗିଦାରି ସୁନିଶ୍ଚିତ କରିବାକୁ ଦାବି ଉଠିଛି।

ସ୍ଥାନୀୟଙ୍କ ମତ, କୋରାପୁଟର ସମ୍ପଦରୁ ଯେତେବେଳେ ରାଜ୍ୟ ଓ ଦେଶ ଉପକୃତ ହେଉଛି, ସେତେବେଳେ ଏଠାକାର ଯୁବପିଢ଼ୀଙ୍କୁ ମଧ୍ୟ ନିଯୁକ୍ତିରେ ଯଥାର୍ଥ ସୁଯୋଗ ମିଳିବା ଉଚିତ।

ଆପଣଙ୍କ ମତରେ କୋରାପୁଟରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ହେବା ଉଚିତ କି? କମେଣ୍ଟରେ ନିଜ ମତ ଜଣାନ୍ତୁ।

#କୋରାପୁଟ #Koraput #ନିଯୁକ୍ତି #Employment #PublicVoice

📢 କୋରାପୁଟ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ଉଠିଲା ସ୍ୱର କୋରାପୁଟ ଜିଲ୍ଲାରେ ଶିଳ୍ପ, ଖଣି ଓ ବିଭିନ୍ନ ସଂସ୍ଥାରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିକୁ ନେଇ ସ୍ୱର ଜୋରଦାର ହୋଇଛି। ସ୍ଥାନୀୟ ଯୁବକ-ଯୁବତୀଙ୍କୁ ଚାକିରିରେ ପ୍ରାଥମିକତା ଦେବା, ବେରୋଜଗାରୀ ସମସ୍ୟାର ସମାଧାନ ଏବଂ ଜିଲ୍ଲାର ବିକାଶରେ ସ୍ଥାନୀୟଙ୍କ ଭାଗିଦାରି ସୁନିଶ୍ଚିତ କରିବାକୁ ଦାବି ଉଠିଛି। ସ୍ଥାନୀୟଙ୍କ ମତ, କୋରାପୁଟର ସମ୍ପଦରୁ ଯେତେବେଳେ ରାଜ୍ୟ ଓ ଦେଶ ଉପକୃତ ହେଉଛି, ସେତେବେଳେ ଏଠାକାର ଯୁବପିଢ଼ୀଙ୍କୁ ମଧ୍ୟ ନିଯୁକ୍ତିରେ ଯଥାର୍ଥ ସୁଯୋଗ ମିଳିବା ଉଚିତ। ଆପଣଙ୍କ ମତରେ କୋରାପୁଟରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ହେବା ଉଚିତ କି? କମେଣ୍ଟରେ ନିଜ ମତ ଜଣାନ୍ତୁ। #କୋରାପୁଟ #Koraput #ନିଯୁକ୍ତି #Employment #PublicVoice

Koraput Town, Koraput | Jul 12, 2026

📢 ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ଦିବସ ଅବସରରେ କୋରାପୁଟରେ ବିଭିନ୍ନ ପ୍ରତିଯୋଗିତା

କୋରାପୁଟ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ଦିବସ ଅବସରରେ କୋରାପୁଟରେ ବିଭିନ୍ନ ଶିକ୍ଷାମୂଳକ ଓ ସାଂସ୍କୃତିକ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।

ଏହି ଅବସରରେ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ, କୁଇଜ୍ ସମେତ ବିଭିନ୍ନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଗୋପବନ୍ଧୁ ଦାସଙ୍କ ଆଦର୍ଶ, ସେବାଭାବ ଓ ସମାଜ ପ୍ରତି ତାଙ୍କ ଅବଦାନକୁ ସ୍ମରଣ କରାଯାଇଥିଲା।

ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇ ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜ ସେବାରେ ନିଜକୁ ସମର୍ପିତ କରିବାକୁ ଆହ୍ୱାନ ଦିଆଯାଇଥିଲା।

#Koraput #GopabandhuDas #Jayanti #Odia #Students #Competition #Odisha

📢 ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ଦିବସ ଅବସରରେ କୋରାପୁଟରେ ବିଭିନ୍ନ ପ୍ରତିଯୋଗିତା କୋରାପୁଟ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ଦିବସ ଅବସରରେ କୋରାପୁଟରେ ବିଭିନ୍ନ ଶିକ୍ଷାମୂଳକ ଓ ସାଂସ୍କୃତିକ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି ଅବସରରେ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ, କୁଇଜ୍ ସମେତ ବିଭିନ୍ନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଗୋପବନ୍ଧୁ ଦାସଙ୍କ ଆଦର୍ଶ, ସେବାଭାବ ଓ ସମାଜ ପ୍ରତି ତାଙ୍କ ଅବଦାନକୁ ସ୍ମରଣ କରାଯାଇଥିଲା। ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇ ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜ ସେବାରେ ନିଜକୁ ସମର୍ପିତ କରିବାକୁ ଆହ୍ୱାନ ଦିଆଯାଇଥିଲା। #Koraput #GopabandhuDas #Jayanti #Odia #Students #Competition #Odisha

Koraput Town, Koraput | Jul 12, 2026

📢 ବନ୍ଧୁଗାଁରେ କଂଗ୍ରେସର ସାଙ୍ଗଠନିକ କସରତ, ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି!

ଆଜି ବନ୍ଧୁଗାଁ ବ୍ଲକ ଅଧୀନ ବଡ଼ ସୋରପେଲି ଗ୍ରାମ ପଞ୍ଚାୟତରେ ଗ୍ରାମ ପଞ୍ଚାୟତ କମିଟି ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ରୂପକ ତୁରୁକ, ପୂର୍ବତନ ବିଧାୟକ ନିମାଇଁ ସରକାର, ବ୍ଲକ ସଭାପତି ଡି. ଅଙ୍କେଟି, ଲକ୍ଷ୍ମୀପୁର ବ୍ଲକ ସଭାପତି କୈଳାଶ ଖସଲା, ସାଂସଦ ପ୍ରତିନିଧି ଲକ୍ଷ୍ମଣ ଖସଲାଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗଦେଇଥିଲେ।

ନୂତନ ଭାବେ ମନୋନୀତ ସଭାପତି ମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସାଙ୍ଗଠନିକ ଦାୟିତ୍ୱ ଦିଆଯାଇଥିଲା।

ରାଜନୈତିକ ମହଲରେ ଏହି ସାଙ୍ଗଠନିକ କାର୍ଯ୍ୟକ୍ରମକୁ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି ବୋଲି ଆଲୋଚନା ହେଉଛି।

#Congress #Bandhugaon #Koraput #PanchayatElection #OdishaPolitics

📢 ବନ୍ଧୁଗାଁରେ କଂଗ୍ରେସର ସାଙ୍ଗଠନିକ କସରତ, ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି! ଆଜି ବନ୍ଧୁଗାଁ ବ୍ଲକ ଅଧୀନ ବଡ଼ ସୋରପେଲି ଗ୍ରାମ ପଞ୍ଚାୟତରେ ଗ୍ରାମ ପଞ୍ଚାୟତ କମିଟି ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ରୂପକ ତୁରୁକ, ପୂର୍ବତନ ବିଧାୟକ ନିମାଇଁ ସରକାର, ବ୍ଲକ ସଭାପତି ଡି. ଅଙ୍କେଟି, ଲକ୍ଷ୍ମୀପୁର ବ୍ଲକ ସଭାପତି କୈଳାଶ ଖସଲା, ସାଂସଦ ପ୍ରତିନିଧି ଲକ୍ଷ୍ମଣ ଖସଲାଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗଦେଇଥିଲେ। ନୂତନ ଭାବେ ମନୋନୀତ ସଭାପତି ମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସାଙ୍ଗଠନିକ ଦାୟିତ୍ୱ ଦିଆଯାଇଥିଲା। ରାଜନୈତିକ ମହଲରେ ଏହି ସାଙ୍ଗଠନିକ କାର୍ଯ୍ୟକ୍ରମକୁ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି ବୋଲି ଆଲୋଚନା ହେଉଛି। #Congress #Bandhugaon #Koraput #PanchayatElection #OdishaPolitics

Koraput Town, Koraput | Jul 12, 2026