Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
भाजपा
Accident
Congress
Modi
Delhi
Viral
Jharkhand
Up
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand

ପାଟଣାଗଡ: ପଦମପୁର ରାସ୍ତା ର ମାଯାବତୀ ନଦୀ ବ୍ରିଜ ନିକଟରେ ଠିଆହୋଇଥିବା ଟ୍ରକ ରେ ପିଟିହେଲା ବାଇକ ଜଣେ ମୃତ

Patnagarh, Balangir | Nov 19, 2025
ପାଟଣାଗଡ଼ -ପଦମପୁର ରାସ୍ତା ରେ ଥିବା ମାଯାବତୀ ବ୍ରୀଜ ନିକଟରେ ଏକ ଟ୍ରକ ସହର କୁ ଯିବା ପାଇଁ ନିଷେଧାଦେଶ ଥିବାରୁ ଠିଆ ହୋଇ ଥିଲା । ବୁଧବାର ସନ୍ଧ୍ୟାରେ ପାଟଣାଗଡ଼ ପଟରୁ ଯାଉଥିବା ଏକ ବାଇକ ପିଟି ହୋଇଥିଲା ଏଥିରେ ବାଇକ ଚାଳକ ର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।ମୃତକଙ୍କ ପରିଚୟ ମିଳିପାରି ନାହିଁ ।ପୋଲିସ ଘଟଣାର ଖବର ପାଇଁ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି
ପାଟଣାଗଡ: ପଦମପୁର ରାସ୍ତା ର ମାଯାବତୀ ନଦୀ ବ୍ରିଜ ନିକଟରେ ଠିଆହୋଇଥିବା ଟ୍ରକ ରେ ପିଟିହେଲା ବାଇକ ଜଣେ ମୃତ - Patnagarh News