Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
भाजपा
विधायक
Congress
Modi
Delhi
Viral
Crime
Jharkhand
Up
Breakingnews
Narendramodi
Madhya_pradesh
Pmmodi
पटना
Rahulgandhi
Haryana
Crimenews
Bareilly
Breaking
Election
Politics
उत्तराखंड

ପାଟଣାଗଡ: ବଣାଇମୁଣ୍ତା ସେବା ଶ୍ରମ ହାଇସ୍କୁଲ ହଷ୍ଟେଲ ରୁ ଛାତ୍ର ନିଖୋଜ ଘଟଣାର ତଦନ୍ତ କଲେ ଜିଲ୍ଲା ମଙ୍ଗଳ ଅଧିକାରୀ

Patnagarh, Balangir | Feb 17, 2026
ପାଟଣାଗଡ଼ ବ୍ଲକ ବଣାଇମୁଣ୍ଡା ସେବାଶ୍ରମ ହାଇସ୍କୁଲ ହଷ୍ଟେଲ ରୁ ୭ ଜଣ ଛାତ୍ର ନିଖୋଜ ହୋଇ ବଲାଙ୍ଗିର ରୁ ଉଦ୍ଧାର ହୋଇଥଲେ। ଛାତ୍ରମାନେ କେଉଁ କାରଣ ରୁ ହଷ୍ଟେଲ ଛାଡି ଚାଲି ଯାଇଥିଲେ ତାର ତଦନ୍ତ ପାଇଁ ମଙ୍ଗଳବାର ଅପରାହ୍ନ ରେସ୍କୁଲ ରେ ପହଞ୍ଚି ତଦନ୍ତ କରିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ। ଜଣେ ଛାତ୍ର ଙ୍କୁ ଶିକ୍ଷକ ମାଡ଼ ମାରିଥିବା ତଦନ୍ତ ସମୟରେ ଜଣା ପଡ଼ିଥିବା କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ, କାର୍ଯାନୁଷ୍ଠାନ ପାଇଁ ଉପରିସ୍ଥ ଅଧିକାରୀ ଙ୍କୁ ଜଣାଇବେ ବୋଲି ପ୍ରକାଶ କରିଛନ୍ତି
ପାଟଣାଗଡ: ବଣାଇମୁଣ୍ତା ସେବା ଶ୍ରମ ହାଇସ୍କୁଲ ହଷ୍ଟେଲ ରୁ ଛାତ୍ର ନିଖୋଜ ଘଟଣାର ତଦନ୍ତ କଲେ ଜିଲ୍ଲା ମଙ୍ଗଳ ଅଧିକାରୀ - Patnagarh News