Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ପାଟଣାଗଡ: ତୁର୍ଲା ରେଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସଯାତ୍ରା ଅନୁଷ୍ଠିତ

Patnagarh, Balangir | Feb 19, 2026
ଖପ୍ରାଖୋଲ ବ୍ଲକ ଭାନପୁର ଗ୍ରାମପଞ୍ଚାୟତ ତୁର୍ଲା ଗ୍ରାମରେ ହେବାକୁଥିବା ଷୋହଳ ପ୍ରହର ନାମଯଜ୍ଞ ପାଇଁ ଗୁରୁବାର ଅପରାହ୍ନ ରେ କଳସଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଶୋଭାଯାତ୍ରା ରେ ଗାଁ ପୋଖରୀକୁ ଯାଇ କଳସ ବୁଡାଇ ଯଜ୍ଞମଣ୍ଡପ କୁ ଆଣିଥିଲେ। ତିନିଦିନ ଧରି ଏହି ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବ।
ପାଟଣାଗଡ: ତୁର୍ଲା ରେଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସଯାତ୍ରା ଅନୁଷ୍ଠିତ - Patnagarh News