Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
भाजपा
विधायक
Congress
Modi
Delhi
Viral
Crime
Jharkhand
Up
Breakingnews
Narendramodi
Madhya_pradesh
Pmmodi
पटना
Rahulgandhi
Haryana
Crimenews
Bareilly
Breaking
Election
Politics
उत्तराखंड

ପାଟଣାଗଡ: ଘସିଏନ ରେ ହିନ୍ଦୁ ସମ୍ମିଳନୀ ପାଇଁ କଳସଯାତ୍ରା ଅନୁଷ୍ଠିତ

Patnagarh, Balangir | Feb 18, 2026
- ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ସତବର୍ଷିକୀ ପୂର୍ତ୍ତି ଅବସରରେ ସମସ୍ତ ହିନ୍ଦୁଙ୍କୁ ଏକ ସୂତ୍ର ରେ ବାନ୍ଧି ରଖିବା ପାଇଁ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଘସିଏନ ଶିବମନ୍ଦିର ପ୍ରାଙ୍ଗଣରେ ଅଞ୍ଚଳ ର ୪ ଟି ଗ୍ରାମପଞ୍ଚାୟତ ର ୨୦ ଟି ଗ୍ରାମର ହିନ୍ଦୁ ମାନଙ୍କୁ ନେଇ ବିଶାଳ ହିନ୍ଦୁ ସମ୍ମିଳନୀ ଓ ଯଜ୍ଞ ଅନୁଷ୍ଠିତ ହେବ। ଯଜ୍ଞ ଉପଲକ୍ଷେ ବୁଧବାର ଅପରାହ୍ନରେ କଳସଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଅଞ୍ଚଳର ପ୍ରାୟ ପାଞ୍ଚସହରୁ ଉର୍ଦ୍ଧ ପୁରୁଷ ମହିଳା କଳସଯାତ୍ରାରେ ଯୋଗ ଦେଇ ଥିଲେ