Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ପାଟଣାଗଡ: ଖପ୍ରାଖୋଲ ବ୍ଳକ ସମ୍ମିଳନୀ କକ୍ଷରେ ଯୁଗ୍ମ ଜଣଶୁଣାଣୀ ଶିବିର ଅନୁଷ୍ଠିତ

Patnagarh, Balangir | Feb 17, 2026
ଖପ୍ରାଖୋଲ ବ୍ଲକ ସମ୍ମିଳନୀ କକ୍ଷ ରେ ସୋମବାର ଅପରାହ୍ନ ରେ  ଜିଲ୍ଲାପାଳ ଓ ଏସପି ଙ୍କ ଯୁଗ୍ମଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି। ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଯୋଗ ଦେଇ ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ। ଏହି ଯୁଗ୍ମଜନଶୁଣାଣୀ ଶିବିରରେ ୫୦ ଟି ଅଭିଯୋଗ ଆସିଥିଲା, କିଛି ସାଙ୍ଗେ ସାଙ୍ଗେ ସମାଧାନ ହୋଇଥିବା ବେଳେ କିଛି ଅଭିଯୋଗ ଶୀଘ୍ର ସମାଧାନ ହେବ ବୋଲି ପ୍ରତିଶୃତି ଦେଇଛନ୍ତି ଜିଲ୍ଲାପାଳ। ଯୁଗ୍ମ ଜନଶୁଣାଣୀ ଶିବିର ରେ ଉପଜିଲ୍ଲାପାଳ ସୁନୀଲ କୁମାର ମେହେର ଓ ପାଟଣାଗଡ଼ Sdpo ସଦାନନ୍ଦ ପୂଜାରୀ ,ପିଡି ଡିଆରଡିଏ, ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ
ପାଟଣାଗଡ: ଖପ୍ରାଖୋଲ ବ୍ଳକ ସମ୍ମିଳନୀ କକ୍ଷରେ ଯୁଗ୍ମ ଜଣଶୁଣାଣୀ ଶିବିର ଅନୁଷ୍ଠିତ - Patnagarh News