Public App Logo
Profile Picture

Prahallad Padhi

@ppadhi2012
20073Followers
0Following
କଣ୍ଟାବାଞ୍ଜି: ଦୁର୍ଘଟଣା ରେ ଯୁବକ ର ମୃତ୍ୟୁ ର କ୍ଷତି ପୂରଣ ଦାବି କରି  ବୋରୋବାହାଲ ରେ ରାସ୍ତା ରୋକ କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗ୍ରାମ ବାସୀ
ପାଟଣାଗଡ: ବିଜେଡି କାର୍ଯ୍ୟ ଳୟରେ ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପାଟଣାଗଡ: ବେଲପଡା ବ୍ଳକ ପରିସରରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ
କଣ୍ଟାବାଞ୍ଜି: ବୋରୋ ବାହାଲ ଗ୍ରାମ ନିକଟରେ ଟ୍ରକ ଧକ୍କା ରେ ବାଇକ ଆରୋହୀ ମୃତ
କଣ୍ଟାବାଞ୍ଜି: ତୁରେକେଲା ସରକାରୀ ଉନ୍ନତି ବିଦ୍ୟାଳୟରେ ବ୍ଳକ ସ୍ତରୀୟ କବାଡି ଚୟନ ଶିବିର ଅନୁଷ୍ଠିତ
କଣ୍ଟାବାଞ୍ଜି: ସ୍ଥାନୀୟ ମହିଳା ମହାବିଦ୍ୟାଳୟ ରେ ଆଭ୍ୟନ୍ତରୀଣ ପ୍ରକୋଷ୍ଠ ବୈଠକ ଅନୁଷ୍ଠିତ
ପାଟଣାଗଡ: ସୁଲେକେଲା ଗ୍ରାମ ନିକଟରେ ରାସ୍ତା କଡ ବିଳରେ ଓଲଟିଲା ସ୍କୁଲ ଭ୍ୟାନ ଅଳ୍ପକେ ବତ୍ତିଲେ ଛାତ୍ରଛାତ୍ରୀ
ପାଟଣାଗଡ: ଓମ କଲ୍ୟାଣ ମଣ୍ଡପ ରେ ନୂଆଁ ଖାଇ ଭେଟଘାଟ ଅନୁଷ୍ଠିତ ଯୋଗ ଦେଲେ ଲୋକ କବି ହଲଧର ନାଗ
ପାଟଣାଗଡ: ଖପ୍ରାଖୋଲ ବ୍ଳକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମଥ୍ୟ ଶିବିର ଅନୁଷ୍ଠିତ
କଣ୍ଟାବାଞ୍ଜି: ମୁରିବାହାଳ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ଯୁବ ସମ୍ମିଳନୀ ଅନୁଷ୍ଠିତ
ପାଟଣାଗଡ: କଳଙ୍ଗାପାଳି ରେ କୋଶଳୀ କବି ଇନ୍ଦ୍ର ମଣି ସାହୁଙ୍କ ଜୟନ୍ତୀ ପାଳିତ
କଣ୍ଟାବାଞ୍ଜି: ମସଜିତ ସଭାଗୃହରେ ଓଡିଶା ଜନତା ଙ୍କଗ୍ରେସ ପାଟି ର ସଭାପତି ଙ୍କୁ ଦିଆଗଲା  ସମ୍ବର୍ଦ୍ଧନା
ପାଟଣାଗଡ: କିଡ଼ରୀଟାଲ ରେ ମହିଳା ଙ୍କୁ ହତ୍ଯା ଧମକ ଦେଇ ବାଡ଼ି ରେ ଆକ୍ରମଣ କରିଥିବା ଅଭିଯୋଗ ରେ ଜଣେ ଗିରଫ
ପାଟଣାଗଡ: ଡ୍ରେନ  କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର ଦାବି ନେଇ ଏନ ଏ ସି ଇଓ ଙ୍କୁ ଥାନା ରେ ଘେରିଲେ କାଦୋପଡା ବାସୀ
କଣ୍ଟାବାଞ୍ଜି: ଛାତ୍ରୀ ଙ୍କୁ ଅଶ୍ଳୀଳ ମେସେଜ ଦେବାର ଅଭିଯୋଗ ରେ ଗଣିତ ଶିକ୍ଷକ ସିନ୍ଧେକେଲା ଥାନାରେ ଅଟକ
କଣ୍ଟାବାଞ୍ଜି: ରୋୟାଲ ଟୁଲୀପ ରେ ଜନତା ଙ୍କଗ୍ରେସ ପାଟି ର ନୂଆଁ ଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ
କଣ୍ଟାବାଞ୍ଜି: ସ୍ଥାନୀୟ ବଜାର ରେ ଥିବା ବିରିୟାନୀ ଦୋକାନ ହୋଇ ଥିବା ମାଡ଼ପିଟ ର ଭିଡ଼ିଓ ଭାଇରାଲ
ପାଟଣାଗଡ: ଘୁଚାପାଳି ର କିତ୍ତନ ଗାୟିକା କଲେ ଆତ୍ମହତ୍ୟା
କଣ୍ଟାବାଞ୍ଜି: ମୁରିବାହାଳ ବସ୍ତି ରେଳ ଫାଟକ ଟ୍ରେନ ଲାଇନ ରୁ ମୁଣ୍ଡ ଗଣ୍ଡି ବିଛିନ୍ନ ମୃତ ଦେହ ଉଦ୍ଧାର
ପାଟଣାଗଡ: ଗଡ଼ଭିତର କମ୍ୟୁନିଟି ହଳରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ
ପାଟଣାଗଡ: ମୁହୁରୀ କଳାପରିଷଦ ପକ୍ଷରୁ କୁତୁମୁଣ୍ତା ରେ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ
ପାଟଣାଗଡ: ଚଚରାଭଟ୍ଟା ନିକଟରେ ଅଜଣା ଗାଡ଼ି ଧକ୍କା ରେ ବାଇକ ଚାଳକ ମୃତ
କଣ୍ଟାବାଞ୍ଜି: ବାବିଜୁରୀ ରେ ହାତୀପଳ ପଶି ଗ୍ରାମର ଫଦମନ ଙ୍କ ଘର ଭାଙ୍ଗି ଦେଲେ
କଣ୍ଟାବାଞ୍ଜି: ଇନ୍ଦିରା ଛକ ଚା ଦୋକାନ ରୁ ଚୋରି ଥାନା ରେ ଅଭିଯୋଗଞ
କଣ୍ଟାବାଞ୍ଜି: ଥାନା ସମ୍ମୁଖ ମୁଖ୍ୟ ରାସ୍ତାରେ ବର୍ଷା ରେ ଗଛ ଭାଙ୍ଗି ପଡ଼ିଲା ଯାତାୟାତ ବନ୍ଦ